Excise Raid: ଗାନ୍ଧୀ ଜୟନ୍ତୀରେ ଅବକାରୀ ଚଢ଼ଉ, ଦେଶୀ ଓ ବିଦେଶୀ ମଦ ଜବତ

40 minutes ago 1
ARTICLE AD BOX

ଭୋରୁ ଭୋରୁ ଖଣ୍ଡପଡ଼ା ଅବକାରୀ ଥାନା ପକ୍ଷରୁ ଫତେଗଡ଼ ଥାନା ଝଗଡ଼ପଡା ଗ୍ରାମରେ ଚଢ଼ଉ କରି ୨୫ ଲିଟର ଦେଶୀ ମଦ ପାଉଚ ଏବଂ ବିଦେଶ ୨୫ ଲିଟର  ଜବତ କରିଛି। କିଛି ଟଙ୍କା ଜବତ କରାଯିବା ସହ ଚଢ଼ଉ ଜାରି ରହିଛି।

 (sambad.in) excise raid Photograph: (sambad.in)

ଭାପୁର: ଗାନ୍ଧୀ ଜୟନ୍ତୀରେ ଅବକାରୀ ବିଭାଗ ଚଢ଼ଉ କରିଛି। ଭୋରୁ ଭୋରୁ ଖଣ୍ଡପଡ଼ା ଅବକାରୀ ଥାନା ପକ୍ଷରୁ ଫତେଗଡ଼ ଥାନା ଝଗଡ଼ପଡା ଗ୍ରାମରେ ଚଢ଼ଉ କରି ୨୫ ଲିଟର ଦେଶୀ ମଦ ପାଉଚ ଏବଂ ବିଦେଶ ୨୫ ଲିଟର  ଜବତ କରିଛି। ଏହାଛଡ଼ା ବ୍ୟାଗ ମଧ୍ୟରେ କିଛି ଟଙ୍କା ଜବତ କରାଯିବା ସହ ଚଢ଼ଉ ଜାରି ରହିଛି।

ଚୋରା ବେପାରୀ ରତିକାନ୍ତ ନାୟକ ଗିରଫ

ଚୋରା ବେପାରୀ ରତିକାନ୍ତ ନାୟକକୁ ଗିରଫ କରିଛି। ନୟାଗଡ଼ଜିଲ୍ଲା ଭାପୁର ବ୍ଳକ ଅବକାରୀ ଥାନା ଅଧିକାରୀ ସତ୍ୟପ୍ରିୟ ସାହୁଙ୍କ ନେତୃତ୍ବରେ ଏହି ଚଢ଼ଉ କରାଯାଇଛି।

Accident: ଏମ୍‌ଭି ୩୧ ନିକଟରେ ମୁହାଁମୁହିଁ ଧକ୍କା: ଜଣେ ମୃତ; ୩ ଗୁରୁତର

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.