Durga puja: ଶ୍ରଦ୍ଧା ପାଇଁ ସୁମନ

1 hour ago 1
ARTICLE AD BOX

ଆଜି ପବିତ୍ର ଶାରଦୀୟ ପୂଜା ଅବସରରେ ମା’ଙ୍କ ପୀଠରେ ମହାଷ୍ଟମୀ ପୂଜା ଚାଲିଛି। ଦେବୀମନ୍ତ୍ରୀ, ଘଣ୍ଟ, ଘଣ୍ଟାରେ ମା’ଙ୍କ ପୀଠରେ ଆରାଧନା ହେଉଛି। ମା’ଙ୍କ ଦର୍ଶନ କରି ଶ୍ରଦ୍ଧାଳୁମାନେ ପରିବାର ପାଇଁ ଆଶୀର୍ବାଦ ନେଉଛନ୍ତି। ମଣ୍ଡପରେ ସପ୍ତମୀ ପୂଜା ଚାଲିଛି। ମା’ଙ୍କୁ ଶ୍ରଦ୍ଧା କରି ଭୁବନେଶ୍ବର ଉପକଣ୍ଠ ଭିଙ୍ଗାରପୁର ବାସିନ୍ଦା ରମେଶ ପାତ୍ର ଚକେଇସିଆଣୀ ଦୁର୍ଗାପୂଜା ମଣ୍ଡପ ସମ୍ମୁଖରେ ‘ଫୁଲ’ର ପସରା ନେଇ ଛୁଟି ଆସିଛନ୍ତି। ଶ୍ରଦ୍ଧାଳୁମାନେ ଏହାକୁ ଶ୍ରଦ୍ଧାର ସହିତ ମା’ଙ୍କୁ ଅର୍ପଣ କରୁଛନ୍ତି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.