ARTICLE AD BOX
ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ବିରାମୁଣ୍ଡା ଦେମହାନ ୫ ଛକିଆ ରାସ୍ତା ରେ ଏକ ଠିକା ସଂସ୍ଥା ମେଟାଲ ପରିବହନ କରୁଥିବା ହାଇୱା ଗାଡ଼ି ଓଲଟି ପଡ଼ିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ।
The driver was narrowly escaped Photograph: (sambad.in)ଗୁଡଭେଲା: ବଲାଙ୍ଗୀରଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ବିରାମୁଣ୍ଡା ଦେମହାନ ୫ ଛକିଆ ରାସ୍ତାରେ ଏକ ଠିକା ସଂସ୍ଥା ମେଟାଲ ପରିବହନ କରୁଥିବା ହାଇୱା ଗାଡ଼ି ଓଲଟି ପଡ଼ିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ। ଆଜି ସକାଳୁ ରାସ୍ତା ନିର୍ମାଣ ପାଇଁ ମେଟାଲ ନେଇ ଯାଉଥିବା ହାଇୱା ଗାଡ଼ିଟି ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା।
ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚି ଯାଇଥିଲେ
ତେବେ ଗାଡ଼ିଟି ଓଲଟି ପଡ଼ିଥିଲେ ବି ଡ୍ରାଇଭର ଜଣକ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚି ଯାଇଥିଲେ। ତେବେ ଦୁର୍ଘଟଣାର ସୂଚନା ପାଇବା ପରେ ତୁଷୁରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
JPSC Protest: ଝାଡ଼ଖଣ୍ଡ ବିଧାନସଭା ଘେରାଉ ପୂର୍ବରୁ ଅଭେଦ୍ୟ କିଲ୍ଲାରେ ପରିଣତ ହେଲା ରାଞ୍ଚି
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


