ARTICLE AD BOX
କୋରାପୁଟ ସଦର ଥାନା ଅନ୍ତର୍ଗତ ଡଲିଆମ ବ୍ରିଜ ନିକଟରେ ଦୁଇ ବାଇକ ମୁହାମୁହିଁ ଧକ୍କା। ଘଟଣା ସ୍ଥଳରେ ଦୁଇ ମୃତ୍ୟୁ ହୋଇଛି। ଜଣେ ଗୁରୁତର ଆହାତ ହୋଇଛନ୍ତି । ଗୁରୁତରକୁ କୋରାପୁଟ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି।
two motorcycles collided Photograph: (sambad.in)କୋରାପୁଟ: କୋରାପୁଟ ସଦର ଥାନା ଅନ୍ତର୍ଗତ ଡଲିଆମ ବ୍ରିଜ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା। ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରକୁ କୋରାପୁଟ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
Gun: ଗାଁଗାଁରେ ବଢୁଛି ଦେଶୀ ବନ୍ଧୁକ ବ୍ୟବହାର: ବନ୍ଧୁକ ଧରି ବୁଲୁଛନ୍ତି ଶିକାରୀ
ଦୁଇ ଯୁବକଙ୍କ ଘର ଦଶମନ୍ତପୁର ବ୍ଲକ୍ ମାଚରା ନୂଆଗୁଡା ଗାଁରେ
ଏହା ଗତକାଲି ବିଳମ୍ବିତ ରାତିର ଘଟଣା । ମୃତ ଦୁଇ ଯୁବକଙ୍କ ଘର ଦଶମନ୍ତପୁର ବ୍ଲକ୍ ମାଚରା ନୂଆଗୁଡା ଗାଁରେ ବୋଲି ଜଣାଯାଇଛି। ଗୁରୁତରଙ୍କ ଘର କୋରାପୁଟ ସଦର ମହାଦେଇପୁଟ ଗାଁର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପୁଲଏିସ ପହଞ୍ଚି ତଦନ୍ତ ଅାରମ୍ଭ କରିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


