Dead: ବିଦ୍ୟୁତ ଆଘାତରେ ଯୁବକ ମୃତ

2 hours ago 1
ARTICLE AD BOX

ଏଲିଇଡି ଲାଇଟ ମରାମତି କରିବା ସମୟରେ ବିଦ୍ୟୁତ ଆଘାତ ଲାଗି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ଯାଜପୁର ଟାଉନ ଥାନା ଅଧିନ ମଟ ରାଙ୍ଗପାଳ କୁସୁମା ପାର୍କ ଅଂଚଳର ଦୁଜା ପରିଡା (୫୦)। ଦୁଜା ୨୦ ବର୍ଷରୁ ଅଧିକ ଦିନ ଧରି ସୋର...

 (sambad.in) Photograph: (sambad.in)

ସୋର:  ଏଲିଇଡି ଲାଇଟ ମରାମତି କରିବା ସମୟରେ ବିଦ୍ୟୁତ ଆଘାତ ଲାଗି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ଯାଜପୁର ଟାଉନ ଥାନା ଅଧିନ ମଟ ରାଙ୍ଗପାଳ କୁସୁମା ପାର୍କ ଅଂଚଳର ଦୁଜା ପରିଡା (୫୦)। ଦୁଜା ୨୦ ବର୍ଷରୁ ଅଧିକ ଦିନ ଧରି ସୋର ପୌରାଞ୍ଚଳ ୧୮ ନମ୍ବର ୱାର୍ଡ ଘୋଡାସାହିରେ ରହି ଟେଣ୍ଟ ହାଉସରେ କାମ କରୁଥିଲେ।

ଆଜି ସନ୍ଧ୍ୟାରେ ଟେଣ୍ଟ ହଉସର ଏକ ଏଲଇଡି ଲାଇଟ ମରାମତି କରୁଥିବା ବେଳେ ହଠାତ ବିଦ୍ୟୁତ ଆଘାତର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Death: ରେଳ ଇଞ୍ଜିନ ଧକ୍କାରେ ଯୁବକଙ୍କ ମୃତ୍ୟୁ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.