Dead body: ସନ୍ଦେହଜନକ ଅବସ୍ଥାରେ ଶରଣକୁଳ କଲେଜ ଅଧ୍ୟକ୍ଷଙ୍କ ମୃତଦେହ ଉଦ୍ଧାର

46 minutes ago 1
ARTICLE AD BOX

ଭୁବନେଶ୍ବର-ଦଶପଲ୍ଲା ମେମୁ ଟ୍ରେନ୍‌ରୁ ନୟାଗଡ଼ ଜିଲ୍ଲା ଶରଣକୁଳ କଲେଜର ଅଧକ୍ଷ ମହେଶ୍ବର ମହାପାତ୍ରଙ୍କ ମୃଦହେଦ ସନ୍ଦେହଜନକ ଅବସ୍ଥାରେ ଆଜି ଉଦ୍ଧାର ହୋଇଛି। କଲେଜ ଅଧ୍ୟକ୍ଷଙ୍କ ମୃତଦେହ ଜିଆରପି ପୁଲିସ ଉଦ୍ଧାର କରିଛି।

 ସନ୍ଦେହଜନକ ଅବସ୍ଥାରେ ଶରଣକୁଳ କଲେଜ ଅଧ୍ୟକ୍ଷଙ୍କ ମୃତଦେହ ଉଦ୍ଧାର

ଦଶପଲ୍ଲା (ପ୍ରଫୁଲ୍ଲ ପଣ୍ଡା): ଭୁବନେଶ୍ବର-ଦଶପଲ୍ଲା ମେମୁ ଟ୍ରେନ୍‌ରୁ ନୟାଗଡ଼ ଜିଲ୍ଲା ଶରଣକୁଳ କଲେଜର ଅଧକ୍ଷ ମହେଶ୍ବର ମହାପାତ୍ରଙ୍କ ମୃଦହେଦ ସନ୍ଦେହଜନକ ଅବସ୍ଥାରେ ଆଜି ଉଦ୍ଧାର ହୋଇଛି। କଲେଜ ଅଧ୍ୟକ୍ଷଙ୍କ ମୃତଦେହ ଜିଆରପି ପୁଲିସ ଉଦ୍ଧାର କରିଛି। ଦଶପଲ୍ଲା ଷ୍ଟେସନରେ ଟ୍ରେନ ପହଞ୍ଚିବା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠେଇବା ସହ ଅଧିକ ତଦନ୍ତ ଜାରି ରଖିଛି ଜିଆରପି ପୁଲିସ। ତେବେ ରିପୋର୍ଟ ଲେଖାଯିବା ବେଳକୁ ମୃତ୍ୟୁର କାରଣ ଜଣାପଡ଼ି ନାହିଁ।  

ଦୀର୍ଘ ଦିନର ସ୍ବପ୍ନ ହେବ ପୂରଣ: କେନ୍ଦ୍ରାପଡ଼ାକୁ ଗଡ଼ିବ ମେମୁ ଟ୍ରେନ୍‌, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.