Cricket: ଭାରତୀୟ କ୍ରିକେଟ୍‌ରେ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝାଙ୍କୁ ବଡ଼ ଦାୟିତ୍ବ

1 hour ago 1
ARTICLE AD BOX

ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡରେ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝାଙ୍କୁ ବଡ଼ ଦାୟିତ୍ବ ମିଳିଛି। ପୁରୁଷ କ୍ରିକେଟ୍‌ ଟିମ୍‌ର ଚୟନ କମିଟିରେ ପ୍ରଜ୍ଞାନ ଓଝାଙ୍କୁ ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ବ ଦେଇଛି।

 ଭାରତୀୟ କ୍ରିକେଟ୍‌ରେ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝାଙ୍କୁ ବଡ଼ ଦାୟିତ୍ବ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ରେ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝାଙ୍କୁ ବଡ଼ ଦାୟିତ୍ବ ମିଳିଛି। ପୁରୁଷ କ୍ରିକେଟ୍‌ ଟିମ୍‌ର ଚୟନ କମିଟିରେ ପ୍ରଜ୍ଞାନ ଓଝାଙ୍କୁ ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ବ ଦେଇଛି। ପୂର୍ବତନ ସ୍ପିନର ଅଜିତ ଆଗରକରଙ୍କ ସ୍ଥାନରେ ଦାୟିତ୍ବ ନେବେ। ଶ୍ରୀ ଓଝାଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତାଙ୍କର କ୍ୟାରିୟରରେ ସବୁଠାରୁ ଅଧିକ ଟେଷ୍ଟ ମ୍ୟାଚ୍‌ ଖେଳିଥିବା ବରିଷ୍ଠ ଖେଳାଳି ଆଧାରରେ ମିଳିଛି। 

ଧୋନିଙ୍କ ଝିଅ ଜିଭାକୁ ଦୁଷ୍କର୍ମ ଧମକ ମିଳିବା ଉପରେ ଏପରି ପ୍ରତିକ୍ରିୟା ରଖିଲେ କ୍ରିକେଟର୍‌ ଇର୍ଫାନ ପଠାନ୍‌ ଓ ପ୍ରଜ୍ଞାନ ଓଝା

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.