Cricket: ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ; ୪ ବର୍ଷ ପରେ ଫେରିଲେ ଭୁବନେଶ୍ବର କୁମାର

1 hour ago 1
ARTICLE AD BOX

ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡର ପୁରୁଷ ଚୟନ କମିଟି ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଟିମ୍‌ ଇଣ୍ଡିଆ ଏବଂ ଇଣ୍ଡିଆ-ଏ ଦଳ ଘୋଷଣା କରିଛି। ଭାରତୀୟ ବରିଷ୍ଠ ଦଳରେ ଭୁବନେଶ୍ବର କୁମାର ସ୍ଥାନ ପାଇଛନ୍ତି। ୪ ବର୍ଷ ପରେ ସେ ଦଳକୁ ଫେରିଛନ୍ତି।

 ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ; ୪ ବର୍ଷ ପରେ ଫେରିଲେ ଭୁବନେଶ୍ବର କୁମାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ପୁରୁଷ ଚୟନ କମିଟି ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଟିମ୍‌ ଇଣ୍ଡିଆ ଏବଂ ଇଣ୍ଡିଆ-ଏ ଦଳ ଘୋଷଣା କରିଛି। ଭାରତୀୟ ବରିଷ୍ଠ ଦଳରେ ଭୁବନେଶ୍ବର କୁମାର ସ୍ଥାନ ପାଇଛନ୍ତି। ୪ ବର୍ଷ ପରେ ସେ ଦଳକୁ ଫେରିଛନ୍ତି। 

— BCCI (@BCCI) October 6, 2026

ଏହି ଗସ୍ତରେ ଭାରତୀୟ ଟିମ୍‌ ଆୟୋଜକ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ମ୍ୟାଚ୍‌ ବିଶିଷ୍ଟ ‌ଟି୨୦ ଶୃଙ୍ଖଳା ଖେଳିବ। ଇଣ୍ଡିଆ-ଏ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ୪ଦିବସୀୟ ମ୍ୟାଚ୍‌ ଖେଳିବ। ଦିନିକିଆ ଏବଂ ଟେଷ୍ଟ ଶୃଙ୍ଖଳା ପାଇଁ ପରେ ଦଳ ଘୋଷଣା କରାଯିବ। 

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.