Cricket Controversy: ଅନ୍ଧାର ହୋଇଯିବ ଟିମ୍ ଇଣ୍ତିଆର ଭବିଷ୍ୟତ, ରୋ-କୋ ଯୋଡ଼ିଙ୍କୁ ବିଦା ପାଇଁ ଚାଲିଛି ପ୍ଲାନିଂ !

23 hours ago 1
ARTICLE AD BOX

ଟିମ୍ ଇଣ୍ତିଆରେ ବଡ଼ ହଲଚଲ । ଅନ୍ଧାର ହୋଇଯିବ ଟିମ୍ ଇଣ୍ତିଆର ଭବିଷ୍ୟତ । ପୁରୁଖା ଖେଳାଳିଙ୍କୁ ଅବସର ନେବା ପାଇଁ କରାଯାଉଛି ଵାଧ୍ୟ । ଫେରିବ ଗାଙ୍ଗୁଲି-ଚାପେଲ୍ ଯୁଗ । ରୋ-କୋ ଯୋଡ଼ିଙ୍କୁ ବିଦା ପାଇଁ ଚାଲିଛି ପ୍ଲାନିଂ।

ଟିମ୍ ଇଣ୍ତିଆରେ ବଡ଼ ହଲଚଲ । ପୁରୁଖା ଖେଳାଳିଙ୍କୁ ଅବସର ନେବା ପାଇଁ କରାଯାଉଛି ଵାଧ୍ୟ । ଲିଷ୍ଟରେ ପ୍ରଥମରେ ଅଛନ୍ତି ପୂର୍ବତନ କ୍ୟାପ୍ଟେନ୍ ରୋହିତ ଶର୍ମା । ରବିବାର ଲର୍ଡସରେ ରୋହିତ ନିଜର ଶେଷ ମ୍ୟାଚ୍ ଖେଳିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହାକୁ ଖଣ୍ତନ କରିଛି ବିସିସିଆଇ । କିନ୍ତୁ ରୋହିତଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିନାହିଁ । ରୋହିତଙ୍କ ପରେ ଵିରାଟ କୋହଲି ଏବଂ ରବିନ୍ଦ୍ର ଜାଡେଜାଙ୍କୁ ମଧ୍ୟ ଅବସର ନେବାକୁ ବାଧ୍ୟ କରାଯାଉଥିବା ଚର୍ଚ୍ଚା ହେଉଛି । ଏହି ୩ ଜଣଙ୍କୁ ୨୦୨୭ ବିଶ୍ବକପ୍ ପାଇଁ ଦଳରେ ରଖିବା ଯୋଜନା ନଥିବା ନେଇ ମ୍ୟାନେଜମେଣ୍ଟ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଥିବା କୁହାଯାଉଛି । ଏହା ପଛର ମୁଖ୍ୟ ଷଡ଼ଯନ୍ତ୍ରକାରୀ କୋଚ୍ ଗୌତମ ଗମ୍ଭୀର ବୋଲି କୁହାଯାଉଛି । ତେବେ ଏହା କେତେ ସତ..ଆସନ୍ତୁ ଜାଣିବା..

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.