ARTICLE AD BOX
/sambad/media/media_files/2026/08/06/e44e45e7-a49b-4e3a-9e17-9d18fb6a4059-2026-08-06-12-04-12.jpg)
ନୂଆଦିଲ୍ଲୀ: ୨୦୧୩ ମସିହାର ବହୁଚର୍ଚ୍ଚିତ ଦୁଷ୍କର୍ମ ମାମଲାରେ ପୂର୍ବତନ ତେହଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ଲାଗିଛି ଏକ ବଡ଼ ଝଟକା। ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ ଟ୍ରାଏଲ୍ କୋର୍ଟଙ୍କ ଦୋଷମୁକ୍ତ ରାୟକୁ ରଦ୍ଦ କରିଦେଇଛନ୍ତି। ଗୋଆ ସରକାରଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
5


