ARTICLE AD BOX
ବୟସ ବଢ଼ିବା ସହ ବଦଳିଯାଏ ଶରୀରର ଗଠନ। ଧୀରେ ଧୀରେ କମିବାକୁ ଲାଗେ ଶାରୀରିକ କ୍ଷମତା। ହେଲେ କିଛି ଲୋକ ନିଜର ନିୟମିତ ଅଭ୍ୟାସ ଓ ଶୃଙ୍ଖଳିତ ଜୀବନଶୈଳୀ ବଳରେ ବୟସକୁ ବି ମାତ ଦିଅନ୍ତି। ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ଅଭିନେତା ଆସିଫ ଶେଖ। ୬୨ ବର୍ଷ ବୟସରେ ବି ସେ ପୂରା ଫିଟ ଓ ଫୁର୍ତ୍ତି ଅଛନ୍ତି। ତାଙ୍କ ଫିଟନେସ ଦେଖିଲେ ବୟସ ଯେ କେବଳ ଏକ ସଂଖ୍ୟା ତାହା ସ୍ପଷ୍ଟ ବାରି ହୋଇପଡ଼େ। ତେବେ ଏହି ବୟସରେ ବି ଏତେ ଫିଟ ରହିବା ପଛରେ କ'ଣ ରହିଛି ରହସ୍ୟ? ଆସନ୍ତୁ ଜାଣିବା।
Advertisment

19 minutes ago
1


