ARTICLE AD BOX
ଆଇଏଏସ ଅଧିକାରୀ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭଦ୍ରକର ନୂତନ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ଜୁଲାଇ ୩୧ରେ ଅବସର ନେଉଥିବା ଦିଲୀପ କୁମାର ରାଉତରାୟଙ୍କ ସ୍ଥାନରେ ସେ ଦାୟିତ୍ୱ ଗ୍ରହଣ କରିବେ।
/sambad/media/media_files/2026/07/30/new-collector-bhadrak1-2026-07-30-19-06-27.jpeg)
ଭଦ୍ରକ: ଶ୍ରୀ ସୋମେଶ କୁମାର ଉପାଧ୍ୟାୟ (ଆଇଏଏସ ) ଭଦ୍ରକ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବରେ ଯୋଗଦେବେ । ଆସନ୍ତାକାଲି ( ଜୁଲାଇ ୩୧) ଭଦ୍ରକରେ ଜିଲ୍ଲାପାଳ ଥିବା ଶ୍ରୀ ଦିଲୀପ କୁମାର ରାଉତରାୟ ଅବସର ନେଉଛନ୍ତି। ଶ୍ରୀ ରାଉତରାୟଙ୍କ ସ୍ଥାନରେ ନୂତନ ଭାବରେ ଭଦ୍ରକ ଜିଲ୍ଲାପାଳ ଭାବେ ଶ୍ରୀ ଉପାଧ୍ୟାୟଙ୍କୁ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି ।
Bhadrak Collector Bicycle ଆଗରୁ ଚାଷୀ ବେଶରେ ମଣ୍ଡିରେ ପହଞ୍ଚିଥିଲେ, ଆଜି ସାଇକେଲ୍ ଚଢ଼ି କାର୍ଯ୍ୟାଳୟକୁ ଆସିଲେ ଭଦ୍ରକ ଜିଲ୍ଲାପାଳ
ଶ୍ରୀ ଉପାଧ୍ୟାୟ ଏବେ ରାଜ୍ୟ ଟ୍ୟାକ୍ସଟାଇଲ ଓ ହ୍ୟାଣ୍ଡଲୁମ ବିଭାଗର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କୁ ନୂତନ ଭାବରେ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଭାବରେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି ।
/filters:format(webp)/sambad/media/media_files/2026/07/30/new-collector-bhadrak-2026-07-30-19-06-17.jpeg)
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

55 minutes ago
3


