Balen Shah Visit India: ନିଜର ପ୍ରଥମ ବିଦେଶ ଗସ୍ତରେ ଭାରତ ଆସିବେ ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ

1 hour ago 2
ARTICLE AD BOX

ନେପାଳରେ ବନ୍ୟା ସଙ୍କଟ ସମୟରେ ଭାରତର ସହଯୋଗ ଦୁଇ ଦେଶର ବନ୍ଧୁତାକୁ ଆହୁରି ମଜବୁତ କରିଛି। ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଭାରତ ଆସିବେ। ତାଙ୍କ ଗସ୍ତର ଗନ୍ତବ୍ୟ ନୂଆଦିଲ୍ଲୀ ରହିବ ବୋଲି ସେ ସୂଚନା ଦେଇଛନ୍ତି। 

 (sambad.in) Nepal Prime Minister Balen Shah Photograph: (sambad.in)

ନୂଆଦିଲ୍ଲୀ:ନେପାଳରେ ବନ୍ୟା ସଙ୍କଟ ସମୟରେ ଭାରତର ସହଯୋଗ ଦୁଇ ଦେଶର ବନ୍ଧୁତାକୁ ଆହୁରି ମଜବୁତ କରିଛି। ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଭାରତ ଆସିବେ। ତାଙ୍କ ଗସ୍ତର ଗନ୍ତବ୍ୟ ନୂଆଦିଲ୍ଲୀ ରହିବ ବୋଲି ସେ ସୂଚନା ଦେଇଛନ୍ତି। 

କାଠମାଣ୍ଡୁର ମେୟର ଥିଲେ

ସୂଚନାଯୋଗ୍ୟ ୩୬ ବର୍ଷୀୟ ବାଲେନ ଶାହ ଜଣେ ଇଞ୍ଜିନିୟର ଓ ରାପର୍ ଭାବେ ମଧ୍ୟ ପରିଚିତ। ୨୦୨୨ ମସିହାରୁ ସେ କାଠମାଣ୍ଡୁର ମେୟର ଥିଲେ। ଏବେ ସେ ଗତ ମେ’ ମାସ ୫ ତାରିଖ ଠାରୁ ନେପାଳର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି।

Landslide Tragedy: ନେପାଳରେ ବନ୍ୟା ଓ ଭୂସ୍ଖଳନ ଟ୍ରାଜେଡି: ମୃତ୍ୟୁସଂଖ୍ୟା ୪୬୯କୁ ବୃଦ୍ଧି, ୧,୪୦୦ ନିଖୋଜ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.