ARTICLE AD BOX
ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ଓଡ଼ିଶା ଖଣି ବିଭାଗର ବ୍ୟବସାୟ ମୁଖ୍ୟ ପ୍ରସନ୍ନ ପଣ୍ଡାଙ୍କୁ ଟାଇମ୍ସ ଆଇକନ୍ସ ଅଫ୍ ଓଡ଼ିଶା ୨୦୨୬ ସମାରୋହରେ ‘ଶିଳ୍ପ ନେତୃତ୍ବ ଓ ନିରନ୍ତର ବିକାଶ-ଇସ୍ପାତ କ୍ଷେତ୍ର’ ପୁରସ୍କାର ପ୍ରଦାନ କରାଯାଇଛି।
/sambad/media/media_files/2026/09/24/24bbs_44_24092026_112-2026-09-24-20-09-47.jpg)
ଭୁବନେଶ୍ବର: ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ଓଡ଼ିଶା ଖଣି ବିଭାଗର ବ୍ୟବସାୟ ମୁଖ୍ୟ ପ୍ରସନ୍ନ ପଣ୍ଡାଙ୍କୁ ଟାଇମ୍ସ ଆଇକନ୍ସ ଅଫ୍ ଓଡ଼ିଶା ୨୦୨୬ ସମାରୋହରେ ‘ଶିଳ୍ପ ନେତୃତ୍ବ ଓ ନିରନ୍ତର ବିକାଶ-ଇସ୍ପାତ କ୍ଷେତ୍ର’ ପୁରସ୍କାର ପ୍ରଦାନ କରାଯାଇଛି। ରାଜ୍ୟପାଳ ଡ. ହରିବାବୁ କମ୍ଭମ୍ପାଟିଙ୍କଠାରୁ ସେ ପୁରସ୍କାର ଗ୍ରହଣ କରିଥିଲେ। ଏହି ସମ୍ମାନ ଉତ୍କର୍ଷ, ନିରନ୍ତର ବିକାଶ ଓ ଦାୟିତ୍ବପୂର୍ଣ୍ଣ ବ୍ୟବସାୟିକ ଅଭ୍ୟାସକୁ ଆଗକୁ ନେବାରେ ଥିବା ତାଙ୍କ ନେତୃତ୍ବ ପ୍ରତି ସ୍ବୀକୃତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 hours ago
2


