Attack: ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରଫେସରଙ୍କୁ ଛୁରା ମାଡ

1 hour ago 1
ARTICLE AD BOX

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରଫେସରଙ୍କୁ ଛୁରା ମାଡ | ରାସାୟନିକ ବିଜ୍ଞାନ ମୁଖ୍ୟ ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଛୁରା ମାଡ ହୋଇଛି | ଆହତ ପ୍ରଫେସର ବୁର୍ଲା ଭିମସାରରେ ଚିକିତ୍ସାଧିନ ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି |

 ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରଫେସରଙ୍କୁ ଛୁରା ମାଡ

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରଫେସରଙ୍କୁ ଛୁରା ମାଡ | ରାସାୟନିକ ବିଜ୍ଞାନ ମୁଖ୍ୟ ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଛୁରା ମାଡ ହୋଇଛି | ଆହତ ପ୍ରଫେସର ବୁର୍ଲା ଭିମସାରରେ ଚିକିତ୍ସାଧିନ ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି |

ଆହୁରି ପଢନ୍ତୁ: Karwa Chauth: ୩୫ ହଜାର ଫୁଟ୍ ଉଚ୍ଚରେ ପରିଣୀତି-ରାଘବ ପାଳିଲେ କରୱା ଚୌଥ

ମିଳିଥିବା ସୂଚନା ମୁତାବକ ରାସାୟନିକ ବିଜ୍ଞାନ ବିଭାଗକୁ ପଶି ଜଣେ ଅବସରପ୍ରାପ୍ତ ସୁଇପର ଛୁରା ମାଡ କରିଥିଲେ | ଛୁରାମାଡର କାରଣ ଜଣା ପଡି ନାହିଁ | ବୁର୍ଲା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତକୁ ଅଟକ ରଖିଛି |

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.