ATS: ପାକିସ୍ତାନ ଲିଙ୍କ୍‌ରେ ଥିବା ସନ୍ଦିଗ୍ଧ ଭାଇଭଉଣୀଙ୍କୁ ୟୁପି ଏଟିଏସ୍‌ ଅଟକ ରଖିଲା

1 hour ago 1
ARTICLE AD BOX

ଉତ୍ତର ପ୍ରଦେଶ ଆତଙ୍କବାଦୀ ନିରୋଧୀ ସ୍କ୍ବାଡ (ଏଟିଏସ୍‌) ଶନିବାର ବକର୍‌ ଖାନ୍‌ ଓ ତା’ର ଭଉଣୀ ଉରୁଜ୍‌ ଫତିମାଙ୍କୁ କାନପୁରରେ ଅଟକ ରଖିଛି। ଉଭୟଙ୍କୁ ପାକିସ୍ତାନ ସହିତ ଲିଙ୍କ୍‌ ଓ ସନ୍ଦିଗ୍ଧ କାର୍ଯ୍ୟକଳାପ ନେଇ ପଚରା ଉଚରା କରାଯାଇଛି।

 ପାକିସ୍ତାନ ଲିଙ୍କ୍‌ରେ ଥିବା ସନ୍ଦିଗ୍ଧ ଭାଇଭଉଣୀଙ୍କୁ ୟୁପି ଏଟିଏସ୍‌ ଅଟକ ରଖିଲା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଆତଙ୍କବାଦୀ ନିରୋଧୀ ସ୍କ୍ବାଡ (ଏଟିଏସ୍‌) ଶନିବାର ବକର୍‌ ଖାନ୍‌ ଓ ତା’ର ଭଉଣୀ ଉରୁଜ୍‌ ଫତିମାଙ୍କୁ କାନପୁରରେ ଅଟକ ରଖିଛି। ଉଭୟଙ୍କୁ ପାକିସ୍ତାନ ସହିତ ଲିଙ୍କ୍‌ ଓ ସନ୍ଦିଗ୍ଧ କାର୍ଯ୍ୟକଳାପ ନେଇ ପଚରା ଉଚରା କରାଯାଇଛି। ପୂର୍ବରୁ ମହମ୍ମଦ ସମୀର ଓ ସଲମାନଙ୍କୁ କର୍ଣ୍ଣାଟକରେ ଅଟକ ରଖାଯାଇଥିଲା।

ଆହୁରି ପଢନ୍ତୁ: Jharkhand: ପୁଲିସ-ଛାତ୍ର ସଂଘର୍ଷ ନେଇ ୧୪ ଅଭିଯୁକ୍ତ ଓ ୨୦୦ ଅଜ୍ଞାତଙ୍କ ନାଁରେ ୩ ଏତଲା ରୁଜୁ କଲା ରାଞ୍ଚି ପୁଲିସ

ପାକିସ୍ତାନ ଓ ଆଇଏସ୍‌ଆଇଏସ୍‌ ସହିତ ସମ୍ପର୍କ ଥିବା ଅଭିଯୋଗରେ ଉଭୟଙ୍କ ତଦନ୍ତ ଚାଲିଛି। ପାକିସ୍ତାନ ସହିତ ଜଡିତ ସନ୍ଦିଗ୍ଧଙ୍କ ସଂଖ୍ୟା ଚାରିରେ ପହଞ୍ଚିଛି ବୋଲି ରିପୋର୍ଟ କୁହାଯାଇଛି। ଉତ୍ତର ପ୍ରଦେଶ ଏଟିଏସ୍‌ ଓ ଅନ୍ୟାନ୍ୟ ଏଜେନ୍ସିଗୁଡ଼ିକ ଏ ନେଇ ବ୍ୟାପକ ଖୋଳତାଡ଼ ଜାରି ରଖିଛନ୍ତି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.