ARTICLE AD BOX
ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ତାରିଣୀ ମନ୍ଦିର ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ ଲୁଟ ଉଦ୍ୟମ କରିଛନ୍ତି l
ବାଲିଅନ୍ତା: ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ଖୋର୍ଦ୍ଧାଜିଲ୍ଲା ବାଲିଅନ୍ତା ତାରିଣୀ ମନ୍ଦିର ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ ଲୁଟ ଉଦ୍ୟମ କରିଛନ୍ତି l ଦୁର୍ବୁତ୍ତ ଗ୍ରିଲ ତାଲା ଭାଙ୍ଗି ଷ୍ଟ୍ରଙ୍ଗ ରୁମ ଆଡ଼କୁ ଯିବା ବେଳେ ସାଇରନ ବାଜି ଉଠିବାରୁ ଖସି ପଳାଇଥିଲେ l ସେହିପରି ନିକଟରେ ରହୁଥୁବା ଅନ୍ୟ ଜଣଙ୍କ ଘର ସାମନାରୁ ଏକ ପଲସର ବାଇକ ଲୁଟି ନେଇଥିବା ବେଳେ ଆଉ ଗୋଟିଏ ବାଇକ ଚାବି ନଖୋଲିବାରୁ ଗାଡି ଭାଙ୍ଗି ଦେଇଛନ୍ତି | ଖବର ପାଇ ବାଲିଅନ୍ତା ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି |
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

10 hours ago
3


