Asian Games: ଏସୀୟ କ୍ରୀଡ଼ାରେ ମହିଳା କବାଡ଼ି ଦଳର ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲ

1 day ago 2
ARTICLE AD BOX

ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ମହିଳା କବାଡ଼ି ଦଳ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି। ପୁଷ୍ପ ରାଣାଙ୍କ ନେତୃତ୍ୱରେ ଦଳ ଫାଇନାଲ୍‌ରେ ଇରାନକୁ ପରାସ୍ତ କରି ଦେଶ ପାଇଁ ଗୌରବ ଆଣିଛି।

 (sambad.in) India women's kabaddi team Photograph: (sambad.in)

ନାଗୋୟା:ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ମହିଳା କବାଡ଼ି ଦଳ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି। ପୁଷ୍ପ ରାଣାଙ୍କ ନେତୃତ୍ୱରେ ଦଳ ଫାଇନାଲ୍‌ରେ ଇରାନକୁ ପରାସ୍ତ କରି ଦେଶ ପାଇଁ ଗୌରବ ଆଣିଛି। ଏହି ବିଜୟ ସହ ଏସୀୟ କ୍ରୀଡ଼ାରେ ଭାରତର ପଦକ ତାଲିକାରେ ଆଉ ଏକ ସ୍ୱର୍ଣ୍ଣ ଯୋଡ଼ି ହୋଇଛି। ଏସୀୟ କ୍ରୀଡ଼ାରେ ଏହା ହେଉଛି ଭାରତର ତୃତୀୟ ସ୍ୱର୍ଣ୍ଣ ପଦକ।

India A vs Australia A: ପୁଡୁଚେରୀ ଏ’ ଟେଷ୍ଟ୍‌ ଜିତିଲା ଭାରତ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.