ARTICLE AD BOX
ଏସୀୟ କ୍ରୀଡ଼ା ୨୦୨୬ରେ ଭାରତର କବାଡ଼ି ଟିମ୍ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଫାଇନାଲ ମ୍ୟାଚ୍ରେ ଭାରତୀୟ ଟିମ୍ ୪୦-୩୪ ସ୍କୋରରେ ଇରାନକୁ ପରାସ୍ତ କରିଛନ୍ତି। ପ୍ରଥମ ହାଫ୍ରେ ଭାରତୀୟ ଟିମ୍ ୧୭-୧୮ ସ୍କୋରରେ ଇରାନ ଠାରୁ ପଛୁଆ ଥିଲେ।
/sambad/media/media_files/2026/09/26/screenshot-2026-09-26-161015-2026-09-26-16-10-36.png)
ନାଗୋୟା: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତର କବାଡ଼ି ଟିମ୍ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଫାଇନାଲ ମ୍ୟାଚ୍ରେ ଭାରତୀୟ ଟିମ୍ ୪୦-୩୪ ସ୍କୋରରେ ଇରାନକୁ ପରାସ୍ତ କରିଛନ୍ତି। ପ୍ରଥମ ହାଫ୍ରେ ଭାରତୀୟ ଟିମ୍ ୧୭-୧୮ ସ୍କୋରରେ ଇରାନ ଠାରୁ ପଛୁଆ ଥିଲେ। ମାତ୍ର ଦ୍ବିତୀୟ ହାଫ୍ରେ ଦୃଢ଼ ସ୍ଥିତିକୁ ଫେରିଥିଲେ। ସ୍କୋର ୩୦-୨୪ରେ ପହଞ୍ଚାଇଥିଲେ। ଶେଷରେ ୪୦-୩୪ରେ ସ୍କୋରରେ ସ୍ବର୍ଣ୍ଣ ପଦକ ନିଜ ନାମରେ କରିଥିଲେ।
ଏଥର ୨୦୨୩ର ଫାଇନାଲ ମ୍ୟାଚ୍ ଭଳି କୌଣସି ଡ୍ରାମା ହୋଇ ନଥିଲା। ଭାରତ ଦ୍ବିତୀୟ ହକିରେ ଏକତରଫା ପଏଣ୍ଟ ହାସଲ କରିବା ସହିତ ସହଜରେ ବିଜୟ ହାସଲ କରିଥିଲା। ମ୍ୟାଚ୍ ସମୟରେ ଇରାନ ସବୁବେଳେ ଭଲ ଫର୍ମକୁ ଫେରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଶେଷରେ ଭାରତ ଠାରୁ ପରାସ୍ତ ହୋଇଥିଲା।
Commonwealth Games 2026: ଭାରତକୁ ମିଳିଲା ୬ଷ୍ଠ ସ୍ବର୍ଣ୍ଣ ପଦକ; କମାଲ କଲେ ପ୍ରୀତି ପାୱାର
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 day ago
2


