ARTICLE AD BOX
ଆଜି ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିବା ଜଣେ ଅଭିଯୁକ୍ତକୁ ସଦର ଥାନା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ଶୁଭମ ତ୍ରିପାଠୀ (୨୬)। ସଦର ଥାନା ଅଞ୍ଚଳର ଏହି ଯୁବକ ୨୦୨୫ରେ ସଂଘଟିତ ଏକ ମାମଲାର ଅଭିଯୁକ୍ତ ଥିଲେ।
the Sadar police arrested and produced in court an accused Photograph: (sambad.in)ସୁନ୍ଦରଗଡ଼: ଆଜି ଜାମିନ ବିହୀନ ଗିରଫପରୱାନା ଜାରି ହୋଇଥିବା ଜଣେ ଅଭିଯୁକ୍ତକୁ ସଦର ଥାନା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ଶୁଭମ ତ୍ରିପାଠୀ (୨୬)। ସଦର ଥାନା ଅଞ୍ଚଳର ଏହି ଯୁବକ ୨୦୨୫ରେ ସଂଘଟିତ ଏକ ମାମଲାର ଅଭିଯୁକ୍ତ ଥିଲେ।
ଜାମିନରେ ଆସିବା ପରେ ସେ ଫେରାର ହୋଇଯାଇଥିଲେ
ପୁଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନରେ ଆସିବା ପରେ ସେ ଫେରାର ହୋଇଯାଇଥିଲେ। ଏହାପରେ କୋର୍ଟ ତା ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ।
Suspended: କୋମନା ତହସିଲରେ ଜମି ଜାଲିଆତି ଘଟଣା: ତହସିଲଦାର ଓ ସହକାରୀ ରାଜସ୍ବ ନିରୀକ୍ଷକ ନିଲମ୍ବିତ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

59 minutes ago
1


