ARTICLE AD BOX
ଶଶୁରଙ୍କୁ କଟୁରିରେ ହାଣି ହତ୍ୟା କଲା ଜ୍ୱାଇଁ। ଘରୋଇ କଳହକୁ ନେଇ ଗତ ରାତିରେ ଘଟିଛି ଏଭଳି ନିର୍ମମ ହତ୍ୟାକାଣ୍ଡ। ଏହି ଘଟଣା ଘଟିଛି ବାମରା ଗୋବିନ୍ଦପୁର ଥାନା ମହୁଲଛାପଲ ଗାଁରେ। ମୃତକ ଶଶୁର ହେଲେ କାଲୋ କଚ୍ଛପ।
son in law killed father in law Photograph: (sambad.in)କୁଚିଣ୍ଡା: ଶଶୁରଙ୍କୁ କଟୁରିରେ ହାଣି ହତ୍ୟା କଲା ଜ୍ୱାଇଁ। ଘରୋଇ କଳହକୁ ନେଇ ଗତ ରାତିରେ ଘଟିଛି ଏଭଳି ନିର୍ମମ ହତ୍ୟାକାଣ୍ଡ। ଏହି ଘଟଣା ଘଟିଛି ବାମରା ଗୋବିନ୍ଦପୁର ଥାନା ମହୁଲଛାପଲ ଗାଁରେ। ମୃତକ ଶଶୁର ହେଲେ କାଲୋ କଚ୍ଛପ।
ଶଶୁରଙ୍କ ସହ ଜ୍ବାଇଁର ବଚସା ହୋଇଥିଲା
ଗତକାଲି ଜ୍ୱାଇଁ ଶଶୁର ଘରକୁ ଆସିଥିଲେ। ପରେ କୌଣସି କଥାକୁ ନେଇ ଶଶୁରଙ୍କ ସହ ଜ୍ବାଇଁର ବଚସାହୋଇଥିଲା। ଏହାପରେ ଉତକ୍ଷିପ୍ତ ହୋଇ ଜ୍ବାଇଁ ଶଶୁରଙ୍କୁ କଟୁରିରେ ହାଣି ହତ୍ୟା କରିଥିଲା। ଏହାପରେ ସେ ଘରୁ ଫେରାର ମାରିଥିଲା। ପାଖ ଜଙ୍ଗଲରେ ଲୁଚିଥିବା ବେଳେ ଆଜି ଅଭିଯୁକ୍ତ ଜ୍ୱାଇଁକୁ ପୁଲିସ ଧରି ଥାନାରେ ଅଟକ ରଖି ଅଧିକ ତଦନ୍ତଚଳାଇଛି ଗୋବିନ୍ଦପୁର ପୁଲିସ।
No More: ଅଜୟ ଦେବଗନଙ୍କୁ ବ୍ରେକ୍ ଦେଇଥିବା ନିର୍ଦ୍ଦେଶକ କୁକୁ କୋହଲି ଆଉ ନାହାନ୍ତି
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


