ARTICLE AD BOX
ଚର୍ଚ୍ଚାରେ ଅଭିନେତା ଅର୍ଜୁନ ରାମପାଲ। ସେ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୀର୍ଘ ୮ ବର୍ଷର ସମ୍ପର୍କ ପରେ ସେ ଗାବ୍ରିଏଲା ଡେମେଟ୍ରିଆଡେସ୍ଙ୍କୁ କରିଛନ୍ତି ବିବାହ।
ଚର୍ଚ୍ଚାରେ ଅଭିନେତା ଅର୍ଜୁନ ରାମପାଲ। ସେ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୀର୍ଘ ୮ ବର୍ଷର ସମ୍ପର୍କ ପରେ ସେ ଗାବ୍ରିଏଲା ଡେମେଟ୍ରିଆଡେସ୍ଙ୍କୁ କରିଛନ୍ତି ବିବାହ। ୨୦୧୮ ମସିହାରୁ ଏହି ଯୋଡ଼ି ଲିଭଇନ୍ ରେ ଥିଲେ। ସେମାନଙ୍କର ପୂର୍ବରୁ ଦୁଇଟି ପୁଅ ମଧ୍ୟ ରହିଛନ୍ତି। ତେବେ ଅଗଷ୍ଟ ୨୧ ତାରିଖରେ ଗୋଆରେ କିଛି ଘନିଷ୍ଠ ବନ୍ଧୁ ଓ ପରିବାର ବର୍ଗଙ୍କ ଉପସ୍ଥିତିରେ ଉଭୟଙ୍କ ବିବାହ ହୋଇଥିବା ଜଣାପଡ଼ିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


