Antara Arrested: ଗିରଫ ହେଲେ ଅନ୍ତରା

1 hour ago 2
ARTICLE AD BOX

ଫିଲ୍ମ ଇଣ୍ତଷ୍ଟ୍ରିରୁ ଆସିଲା ବଡ଼ ଖବର। ରେଳ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର ଓ ଆକ୍ରମଣ ଅଭିଯୋଗରେ ୩୧ ବର୍ଷୀୟ ମଡେଲ୍ ତଥା ୱେବ୍ ସିରିଜ୍ ଅଭିନେତ୍ରୀ ଅନ୍ତରା ବାନାର୍ଜୀଙ୍କୁ ଗିରଫ କରାଯାଇଛି ।

ଫିଲ୍ମ ଇଣ୍ତଷ୍ଟ୍ରିରୁ ଆସିଲା ବଡ଼ ଖବର। ଆରେଷ୍ଟ ହେଲେ ଅନ୍ତରା। ଆରଫିଏଫ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି। ରେଳ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର ଓ ଆକ୍ରମଣ ଅଭିଯୋଗରେ ୩୧ ବର୍ଷୀୟ ମଡେଲ୍ ତଥା ୱେବ୍ ସିରିଜ୍ ଅଭିନେତ୍ରୀ ଅନ୍ତରା ବାନାର୍ଜୀଙ୍କୁ ଗିରଫ କରାଯାଇଛି। ଟ୍ରେନର ସିଟକୁ ନେଇ ପ୍ରଥମେ ଏହି ବିବାଦ ଆରମ୍ଭ ହୋଇଥିଲା। ପରେ ଅନ୍ତରା ରାଗିଯାଇ ରେଲଓ୍ବେ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିବା ସହ ରେଜରରେ ଆକ୍ରମଣ କରିଥିଲେ । ଜଣେ ଜଣାଶୁଣା ଚେହେରା ହୋଇ ସେ ଏପରି କଲେ  କାହିଁକି?

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.