Accident: ଦୁର୍ଗାପୂଜା ଦେଖି ଯିବା ବେଳେ ଅଟୋକୁ ଧକ୍କା ଦେଲା କଣ୍ଟେନର; ଶିଶୁ ମୃତ, ୪ ଗୁରୁତର

1 hour ago 1
ARTICLE AD BOX

ଦୁର୍ଗାପୂଜା ଦେଖିବାକୁ ଯିବା ବେଳେ ଏକ ଯାତ୍ରୀବାହୀ ଅଟୋକୁ କୁଣ୍ଡା ବୋଝେଇ କଣ୍ଟେନର ଶକ୍ତ ଧକ୍କା ଦେଇଛି। ଏହି ଦୁର୍ଘଟଣରେ ଜଣେ ଶିଶୁର ମୃତ୍ୟୁ ଘଟିଛି। ମାଲକାନଗିରି ଜିଲ୍ଲା କାଲିମେଳା ଚେକ ପୋଷ୍ଟ ନିକଟରେ ଆଜି ରାତିରେ ଏହି ଦୁର୍ଘଟଣା ଘଟିଛି।

 (sambad.in) Two people were killed Photograph: (sambad.in)

କାଲିମେଳା (ଦୁଃଶାସନ ମହାପାତ୍ର): ଦୁର୍ଗାପୂଜା ଦେଖିବାକୁ ଯିବା ବେଳେ ଏକ ଯାତ୍ରୀବାହୀ ଅଟୋକୁ କୁଣ୍ଡା ବୋଝେଇ କଣ୍ଟେନର ଶକ୍ତ ଧକ୍କା ଦେଇଛି। ଏହି ଦୁର୍ଘଟଣରେ ଜଣେ ଶିଶୁର ମୃତ୍ୟୁ ଘଟିଛି। ମାଲକାନଗିରିଜିଲ୍ଲା କାଲିମେଳା ଚେକ ପୋଷ୍ଟ ନିକଟରେ ଆଜି ରାତିରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ କାଲିମେକା ଥାନାରେ କାର୍ଯ୍ୟରତ ଜଣେ ହୋମଗାଡ଼ଙ୍କ ପରିବାର ଦୁର୍ଗାପୂଜା ଦେଖିବାକୁ ଏମଭି ୬୪ ଗ୍ରାମକୁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣେ ଶିଶୁର ମୃତ୍ୟୁ ଘଟିଛି। ଅନ୍ୟ ୪ ଜଣ ଗୁରୁତରଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। 

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.