ARTICLE AD BOX
କମ୍ପାନୀରୁ ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ନୁଆଁ ଗାଁ ବାଲିତୁଠ ମଝି ରାସ୍ତାରେ ଜଣେ ବାଇକ ଆରୋହୀ ଦୁର୍ଘଟଣାର ଶିକାର ହୋଇଥିବାର ଖବର ମିଳିଛି। ଏଥିରେ ସେ ପ୍ରାଣ ବି ହରାଇଛନ୍ତି।
Bike Rider Bapi Parida Dies in Road Accident While Returning Home After Duty Photograph: (Sambad.in)କୁଜଙ୍ଗ: କମ୍ପାନୀରୁ ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ନୁଆଁ ଗାଁ ବାଲିତୁଠ ମଝି ରାସ୍ତାରେ ଜଣେ ବାଇକ ଆରୋହୀ ଦୁର୍ଘଟଣାର ଶିକାର ହୋଇଥିବାର ଖବର ମିଳିଛି। ଏଥିରେ ସେ ପ୍ରାଣ ବି ହରାଇଛନ୍ତି। ମୃତକ ହେଲେ ଅମର ପରିଡ଼ାଙ୍କ ଝିଅ ବାପି ପରିଡ଼ା।
ମୃତଦେହ ଏବେ କୁଜଙ୍ଗ ମେଡିକାଲରେ ରହିଛି
ବାପି ଦୁର୍ଘଟଣା ପରେ ବରିହାଡିଆ ରାସ୍ତାରେ ପଡ଼ିଥିଲେ। ଆମ୍ବୁଲାନ୍ସରେ ତାଙ୍କୁ କୁଜଙ୍ଗ ମେଡିକାଲକୁ ଅଣା ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତଦେହ ଏବେ କୁଜଙ୍ଗ ମେଡିକାଲରେ ରହିଛି।
Arrested: ସମ୍ବଲପୁରର କାରଖାନା ଓ ବଏଲର୍ସ ଆସିଷ୍ଟାଣ୍ଟ ଡାଇରେକ୍ଟର ଉମାକାନ୍ତ ସାମନ୍ତରାୟଙ୍କୁ ବାନ୍ଧିଲା ଭିଜିଲାନ୍ସ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 days ago
2


