ARTICLE AD BOX
ଖୋର୍ଦ୍ଧା ଆଦର୍ଶ ଥାନା ୧୬ ନମ୍ବର ଜାତୀୟ ରାଜପଥ ରେଳ ଓଭର ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଓଭର ବ୍ରିଜ୍ ତଳେ ଏକ ମାଲ ବୋଝେଇ ଟ୍ରକ୍ ସହ ଟ୍ରଲର ଧକ୍କା ହେବା ଫଳରେ ଟ୍ରକ୍ ରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।
Two Killed in Truck-Tr ailer Collision on NH-16 Photograph: (sambad.in)ଖୋର୍ଦ୍ଧା: ଖୋର୍ଦ୍ଧା ଆଦର୍ଶ ଥାନା ୧୬ ନମ୍ବର ଜାତୀୟ ରାଜପଥ ରେଳ ଓଭର ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଓଭର ବ୍ରିଜ୍ ତଳେ ଏକ ମାଲ ବୋଝେଇ ଟ୍ରକ୍ସହ ଟ୍ରଲର ଧକ୍କା ହେବା ଫଳରେ ଟ୍ରକ୍ ରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।
ଆଦର୍ଶ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରି ମେଡିକାଲକୁ ପଠାଇଛନ୍ତି। ଜାତୀୟ ରାଜପଥରେ ଦୁର୍ଘଟଣାଗସ୍ତ ଟ୍ରକ୍ ପଡ଼ି ରହିଛି। ଘଟଣା ପାହାନ୍ତା ପ୍ରହରରେ ଘଟିଛି ବୋଲି ଜଣାପଡ଼ିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
5


