ARTICLE AD BOX
ପାରାଦୀପରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରାଦୀପ ଗଡ଼ ବଜାର ନିକଟରେ ପାଣିଖାଲକୁ ଖସିଲା କାର। କାରରେ ଥିବା ଦମ୍ପତି ମୃତ। ମୃତକ ହେଲେ ବିଭୂତି ଭୂଷଣ ଦାସ ଓ ପତ୍ନୀ ପ୍ରତିମା ଦାସ।
The couple in the car died Photograph: (sambad.in)ପାରାଦୀପ: ପାରାଦୀପ ଗଡ଼ ବଜାର ନିକଟରେ ପାଣିଖାଲକୁ ଖସିଲା କାର। କାରରେ ଥିବା ଦମ୍ପତି ମୃତ। ମୃତକ ହେଲେ ବିଭୂତି ଭୂଷଣ ଦାସ ଓ ପତ୍ନୀ ପ୍ରତିମା ଦାସ। ପାରାଦ୍ଵୀପ ବନ୍ଦର ମେରାଇନ ବିଭାଗରେ ଚାକିରି କରିଥିଲେ ବିଭୂତି। ଡିଭାଇଡରରେ ପିଟି ହୋଇ ଖାଲକୁ ଖସିଥିବା ସୂଚନା।
ପୁଲିସର ତଦନ୍ତ ଆରମ୍ଭ
ଘଟଣାସ୍ଥଳରେ ଲକ୍ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।
Supreme Court: ଏସିଡ୍ର ଖୁଚୁରା ବିକ୍ରି ଉପରେ କେନ୍ଦ୍ରର ମତ ଲୋଡ଼ିଲେ ସୁପ୍ରିମ୍କୋର୍ଟ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 hours ago
2


