28th State-Level Tamando Cup Football ନଭେମ୍ବର ପ୍ରଥମ ସପ୍ତାହରୁ ୨୮ତମ ରାଜ୍ୟସ୍ତରୀୟ ତମାଣ୍ଡୋ କପ୍‌ ଫୁଟ୍‌ବଲ୍‌, ଭାଗନେବେ ୧୬ ଦଳ

1 hour ago 1
ARTICLE AD BOX

ଭୁବନେଶ୍ବର: ଆସନ୍ତା ମାସ (ନଭେମ୍ବର) ପ୍ରଥମ ସପ୍ତାହରୁ ୨୮ତମ ରାଜ୍ୟସ୍ତରୀୟ ତମାଣ୍ଡୋ କପ୍‌ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ ହେବ। ଏନେଇ ଆୟୋଜକ ଶିବଶକ୍ତି କ୍ଲବ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। 

WorldCup Football: ମେକ୍ସିକୋରେ ବିଶ୍ବକପ୍‌ ଫୁଟବଲ୍‌ ଆୟୋଜନକୁ ନେଇ ଆଶଙ୍କା, କୁଖ୍ୟାତ ଡ୍ରଗ୍‌ ମାଫିଆର ହତ୍ୟା ପରେ ବ୍ୟାପକ ହିଂସା

ଆୟୋଜକ କ୍ଲବ୍‌ ପକ୍ଷରୁ ମିଳିଥିବା ସୂଚନାରେ ଏହି ଟୁର୍ଣ୍ଣାମେଣ୍ଟ୍‌ରେ ଜିଲ୍ଲା ଓ ଜିଲ୍ଲା ବାହାର ୧୬ଟି ଦଳ ଭାଗ ନେବେ। ଏହି ଟୁର୍ଣ୍ଣାମେଣ୍ଟ୍‌ରେ ଭାଗ ନେବାକୁ ଇଚ୍ଛୁକ ଦଳ ଆୟୋଜକ କ୍ଲବ୍‌ର ସାଧାରଣ ସମ୍ପାଦକ ସୁକାନ୍ତ ପଟ୍ଟନାୟକଙ୍କୁ ୯୮୧୩୮୯୬୮୬ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

 Asian Cup Women's Football: ଏସିଆନ୍‌ କପ୍‌ ମହିଳା ଫୁଟବଲ୍‌ରୁ ଭାରତର ବିଦାୟ
ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍‌ ତମାଣ୍ଡୋ ଷ୍ଟାଡିଅମ୍‌ରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଖେଳାଯିବ। ଏନେଇ ଫିକ୍ସଚର ପରବର୍ତ୍ତୀ ସମୟ‌େରେ କ୍ଲବ ପକ୍ଷରୁ ଜାରି କରାଯିବ ବୋଲି ସାଧାରଣ ସମ୍ପାଦକ କହିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.