୧ ହଜାରର ଡ୍ରେସ୍ ୧୦୦ରେ | Post-Flood Distress: Traders Sell Damaged Goods Cheap In Aska | Argus News

1 week ago 2
ARTICLE AD BOX


୧ ହଜାରର ଡ୍ରେସ୍ ୧୦୦ରେ | Post-Flood Distress: Traders Sell Damaged Goods Cheap In Aska | Argus News ଗଞ୍ଜାମ ଜିଲ୍ଲା ଆସିକା ବଜାରରେ ବନ୍ୟାପାଣି ପଶି ଲକ୍ଷାଧିକ ଟଙ୍କାର ପୋଷାକ, ଜୋତା ଓ ଅନ୍ୟାନ୍ୟ ସାମଗ୍ରୀ ଭିଜି ନଷ୍ଟ ହୋଇଯିବା ପରେ ଏବେ ତାହାକୁ ଅତି ଶସ୍ତା ଦାମ୍‌ରେ ବିକ୍ରି କରାଯାଉଛି। ୧ ହଜାର ଟଙ୍କାର ଡ୍ରେସ୍ ମାତ୍ର ୧୦୦ ଟଙ୍କାରେ ଏବଂ ୧୫୦୦ ଟଙ୍କାର ଜୋତା ୩୦୦ ଟଙ୍କାରେ ପାଇବା ଲାଗି ମାର୍କେଟ୍‌ରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି। ତେବେ ଲୋକଙ୍କ ଏହି ଉତ୍ସାହ ଓ ଭିଡ଼ ପଛରେ ଋଣ କରି ସର୍ବସ୍ୱ ହରାଇଥିବା ବନ୍ୟା ପ୍ରପୀଡ଼ିତ ବ୍ୟବସାୟୀଙ୍କ ଚରମ ଆର୍ଥିକ କ୍ଷତି ଓ କୋହଭରା କାହାଣୀ ଲୁଚି ରହିଛି। #OdishaNews #OdiaNews #BreakingNews #ArgusNews #AskaNews #GanjamFloods #OdishaFloods #FloodDevastation #MarketRush #TraderLoss #GroundReality #DistressSale #AskaMarket #EconomicLoss ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. Odisha News , Breaking News, Live news updates, Odia News Live, Live Odia News, Latest odisha news, odisha news today, odisha politics, odisha latest updates **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.