ARTICLE AD BOX
କ୍ୟାରିୟରରେ ମିଳୁଥିଲା ଆଘାତ ପରେ ଆଘାତ। ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରୁ ହୋଇଥିଲେ ପରାଜୟ। ଆଗକୁ କ’ଣ କରିବେ କିଛି ବୁଝା ପଡୁନଥିଲା। ଆଉ ଠିକ୍ ସେହି ସମୟରେ ବେଡମିଣ୍ଟନ ଷ୍ଟାର ଖେଳାଳି ପିଭି ସିନ୍ଧୁଙ୍କୁ ବାଟ ଦେଖାଇଥିଲେ ଅନ୍ତର୍ଜାତୀୟ କ୍ରିକେଟର...
କ୍ୟାରିୟରରେ ମିଳୁଥିଲା ଆଘାତ ପରେ ଆଘାତ। ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରୁ ହୋଇଥିଲେ ପରାଜୟ। ଆଗକୁ କ’ଣ କରିବେ କିଛି ବୁଝା ପଡୁନଥିଲା। ଆଉ ଠିକ୍ ସେହି ସମୟରେ ବେଡମିଣ୍ଟନ ଷ୍ଟାର ଖେଳାଳି ପିଭି ସିନ୍ଧୁଙ୍କୁ ବାଟ ଦେଖାଇଥିଲେ ଅନ୍ତର୍ଜାତୀୟ କ୍ରିକେଟର ବିରାଟ କୋହଲି। ସେ ତାଙ୍କୁ ଏମିତି ଗୋଟିଏ କଥା କହିଥିଲେ, ଯାହା ତାଙ୍କର ଖେଳ ପ୍ରତି ଦୃଷ୍ଟିକୋଣକୁ ବଦଳାଇଦେଇଥିଲା।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
6


