ଶସ୍ତା ହେବ କ୍ୟାନ୍‌ସର୍ ଔଷଧ! | Cancer Drug Prices Slashed Up To 70% From Nov 9 | Argus News

1 hour ago 2
ARTICLE AD BOX


ଶସ୍ତା ହେବ କ୍ୟାନ୍‌ସର୍ ଔଷଧ! | Cancer Drug Prices Slashed Up To 70% From Nov 9 | Argus News କ୍ୟାନ୍‌ସର୍ ବା କର୍କଟ ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଦେଇ ଆସନ୍ତା ନଭେମ୍ବର ୯ ତାରିଖରୁ କ୍ୟାନ୍‌ସର୍ ଔଷଧର ସର୍ବାଧିକ ଖୁଚୁରା ମୂଲ୍ୟ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନସ୍ଥ NPPA ପକ୍ଷରୁ ୧୩୭ଟି ଆଣ୍ଟି-କ୍ୟାନ୍‌ସର୍ ଔଷଧର ଟ୍ରେଡ୍ ମାର୍ଜିନ୍ ଉପରେ ୩୦ ପ୍ରତିଶତ କ୍ୟାପ୍ ଲଗାଯାଇଥିବାରୁ ୨୦ରୁ ଅଧିକ ଇମ୍ୟୁନୋଥେରାପି ଔଷଧ ବେଶ୍ ଶସ୍ତାରେ ଉପଲବ୍ଧ ହେବ। ଏହି ନିୟମ ଅନୁସାରେ ନଭେମ୍ବର ୯ରୁ ସମସ୍ତ ହସ୍ପିଟାଲ୍ ଓ ଔଷଧ ଦୋକାନୀମାନେ ନୂଆ ରିହାତି ଦରରେ ଔଷଧ ବିକ୍ରି କରିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ଗ୍ରାହକମାନେ 'ଫାର୍ମା ସହି ଦାମ୍' ଆପ୍ ଜରିଆରେ ନୂଆ ଦର ଯାଞ୍ଚ କରିପାରିବେ। #CancerTreatment #CancerMedicinePriceCut #NPPA #HealthMinistry #HealthcareAffordability #Immunotherapy #MedicinePrices #CentralGovtScheme #CancerRelief #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. Odisha News , Breaking News, Live news updates, Odia News Live, Live Odia News, Latest odisha news, odisha news today, odisha politics, odisha latest updates **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.