ARTICLE AD BOX
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଶୁକ୍ରବାର ଦିନ ଭେଟିଛନ୍ତି। ଦିଲ୍ଲୀ ଗସ୍ତ ଅବସରରେ ରାଷ୍ଟ୍ରପତିଭବନରେ ଶ୍ରୀମତୀ ମୁର୍ମୁଙ୍କ ସହିତ ସାକ୍ଷାତ ସମୟରେ ଓଡ଼ିଶାର ବିକାଶ ପ୍ରସଙ୍ଗରେ ରାଜ୍ୟପାଳ ଆଲୋଚନା କରିଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

43 minutes ago
1


