ARTICLE AD BOX
ପବିତ୍ର ରକ୍ଷାବନ୍ଧନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନସ୍ଥିତ ସାଂସ୍କୃତିକ କେନ୍ଦ୍ରରେ ଭିନ୍ନ ଭିନ୍ନ ସ୍କୁଲ ଏବଂ ସଂଗଠନର ପିଲାମାନଙ୍କ ସହିତ ରକ୍ଷାବନ୍ଧନ ପାଳନ କରିଛନ୍ତି। ସେହପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ୭ ଲୋକ କଲ୍ୟାଣ ମାର୍ଗରେ ‘ରକ୍ଷାବନ୍ଧନ’ ପାଳନ କରିଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
3


