ARTICLE AD BOX
ଭଦ୍ରକରେ ପ୍ରସିଦ୍ଧ କାଳୀପୂଜା ଜାରି ରହିଛି। ପୂଜାମଣ୍ଡପଗୁଡ଼ିକରେ ଦିନସାରା ଶ୍ରଦ୍ଧାଳୁଙ୍କର ଭିଡ଼ ଜମୁଛି। ସଂଜ ନଇଁଲେ ମୀନାବଜାର ଏବଂ ମନୋରଂଜନ କେନ୍ଦ୍ରରେ ଗ୍ରାହକ ଏବଂ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହେଉଛି। ଆଜି ଷଷ୍ଠ ଦିନରେ ମା’ ଭଦ୍ରକାଳୀ ‘ମହାସରସ୍ୱତୀ’ ବେଶରେ ପୂଜା ପାଇଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

44 minutes ago
2


