ARTICLE AD BOX
ପବିତ୍ର ଜନ୍ମାଷ୍ଟମୀ ଅବସରରେ ଅନ୍ତର୍ଜାତୀୟ ବାଳୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ୧୦୧ଟି ଦହିହାଣ୍ଡି ସହିତ ଭଗବାନ ଶ୍ରୀକୃଷ୍ଣଙ୍କର ଏକ ଭକ୍ତିପୂର୍ଣ୍ଣ ବାଲୁକା ମୂର୍ତ୍ତି ନିର୍ମାଣ କରିଛି। ଏହି କଳା ମାଧ୍ୟମରେ ସେ ସମସ୍ତଙ୍କ ଶାନ୍ତି, ସୁଖ ଏବଂ ସମୃଦ୍ଧି ପାଇଁ କାମନା କରିଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
2


