ARTICLE AD BOX
ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀ ମହାଳୟା ଅବସରରେ ଧବଳମୁଖୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଏହି ପବିତ୍ର ଅବସରରେ ମା’ଙ୍କ ମୁଖମଣ୍ଡଳ ଧବଳ ବର୍ଣ୍ଣରେ ସଜ୍ଜିତ ହୋଇଥାଏ। ମା’ଙ୍କ ଏହି ଦୁର୍ଲଭ ଓ ଦିବ୍ୟ ବେଶ ଦର୍ଶନ କରିବା ପାଇଁ ସମ୍ବଲପୁରସ୍ଥିତ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ଭକ୍ତଙ୍କର ପ୍ରବଳ ଭିଡ଼ ଜମିଥାଏ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

45 minutes ago
1


