ARTICLE AD BOX
ଦେଶର ଡାଟାସେଣ୍ଟର ଓଡ଼ିଶାରେ ବ୍ୟାକଅପ | PM Modi To Inaugurate RBI Mega Data Centre In Odisha | Argus News ଭୁବନେଶ୍ୱର ଉପକଣ୍ଠ ଜଟଣୀସ୍ଥିତ ଇନ୍ଫୋ ଭ୍ୟାଲି-୨ରେ ପ୍ରାୟ ୧୮.୫୫ ଏକର ପରିମିତ ଜମିରେ ଗଢ଼ିଉଠିଛି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଅତ୍ୟାଧୁନିକ ‘ମେଗା ଡାଟା ସେଣ୍ଟର’। ଆସନ୍ତା ଅକ୍ଟୋବର ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ଦେଶର ବ୍ୟାଙ୍କିଂ ଓ ଆର୍ଥିକ କାରବାରର ଏହି ସୁରକ୍ଷିତ ‘ଡିଜିଟାଲ୍ ଷ୍ଟ୍ରଙ୍ଗରୁମ୍’କୁ ଲୋକାର୍ପଣ କରିବେ। ସାଇବର ଆକ୍ରମଣ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ନିରବଚ୍ଛିନ୍ନ ବ୍ୟାଙ୍କିଂ ସେବା ଯୋଗାଇବାରେ ଏହି କେନ୍ଦ୍ର ଦେଶ ତଥା ଓଡ଼ିଶାର ଡିଜିଟାଲ୍ ଭିତ୍ତିଭୂମିକୁ ଏକ ନୂଆ ଶିଖରକୁ ନେଇଯିବ। #PMModi #NarendraModi #RBIDataCenter #ReserveBankOfIndia #Jatani #Bhubaneswar #DigitalIndia #CyberSecurity #OdishaDevelopment #InfoValley #BankingTech #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. Odisha News , Breaking News, Live news updates, Odia News Live, Live Odia News, Latest odisha news, odisha news today, odisha politics, odisha latest updates **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

53 minutes ago
1


