ARTICLE AD BOX
‘ଶାରଦୀୟ ନବରାତ୍ରୀ’ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ମା’ଙ୍କ ମଣ୍ଡପରେ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗିଛି। ମା’ଙ୍କ ପାଇଁ କେତେ ପ୍ରକାରର କାର୍ଯ୍ୟକ୍ରମର ଆୟୋଜନ ହେଉଛି। ପୁରୀ ସମୁଦ୍ର ବେଳାଭୂମିରେ କଳାକାରମାନେ ଦେବୀଙ୍କ ସ୍ବାଗତ କରିଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


