ଦେଖିଲେ ଦୁର୍ଦ୍ଦଶା ମିଳିବ ସହାୟତା | Ganjam Flood: CM Mohan Majhi Announces Extra Relief for Victims

4 hours ago 2
ARTICLE AD BOX


ଆକାଶ ମାର୍ଗରୁ ଗଞ୍ଜାମ ବନ୍ୟାଞ୍ଚଳ ଅନୁଧ୍ୟାନ କରିବା ସହ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଚାଷଜମିର ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାସନ୍ କାର୍ଡ ନଥିଲେ ବି ବନ୍ୟା ବିପନ୍ନ କରିପାରିବେ ଆବେଦନ, ରିଲିଫ୍ କୋଡ୍ ବାହାରେ ସହାୟତା ପାଇଁ ବଜେଟରେ ହେବ ବ୍ୟବସ୍ଥା। #GanjamFlood #Ganjam #MohanMajhi #FloodRelief #OdishaFlood #FloodAffected #OdishaGovernment #OdishaPolitics #FarmerRelief #OdishaNews #OdiaNews #BreakingNews #ArgusNews #OdishaCM #LatestOdishaNews
Read Entire Article
LEFT SIDEBAR AD

Hidden in mobile, Best for skyscrapers.