ARTICLE AD BOX
ଅମିତାଭ ବଚ୍ଚନଙ୍କ ହୃଦୟରେ ନାତୁଣୀ ଆରାଧ୍ୟାଙ୍କ ପାଇଁ ରହିଛି ସ୍ୱତନ୍ତ୍ର ସ୍ଥାନ। ଆଉ ନାତୁଣୀଙ୍କ ଜନ୍ମଦିନରେ ସେ ଏମିତି ପୋଷ୍ଟ କରିଛନ୍ତି ଯାହାକୁ ଦେଖିବା ପରେ ସମସ୍ତେ ଭାବବିହ୍ବଳ ହୋଇପଡ଼ିଛନ୍ତି ।
ଦୁନିଆ ପାଇଁ ସେ ବଲିଉଡର ମହାନାୟକ ହେଲେ ପରିବାର ପାଇଁ ଜଣେ ସ୍ନେହୀ ମଣିଷ। ନିଜ ପରିବାରକୁ ଖୁବ ଭଲପାଉଥିବା ଅମିତାଭ ବଚ୍ଚନଙ୍କ ହୃଦୟରେ ନାତୁଣୀ ଆରାଧ୍ୟାଙ୍କ ପାଇଁ ରହିଛି ସ୍ୱତନ୍ତ୍ର ସ୍ଥାନ। ଆଉ ଏବେ ଆରାଧ୍ୟାଙ୍କ ଜନ୍ମଦିନରେ ବିଗ୍ ବିଙ୍କ ଏକ ପୋଷ୍ଟ ଚର୍ଚ୍ଚାକୁ ଆସିଛି। ନାତୁଣୀଙ୍କ ଜନ୍ମଦିନରେ ଏକ ଭାବପ୍ରବଣ ବାର୍ତ୍ତା ଲେଖି ତାଙ୍କୁ ଆଶୀର୍ବାଦ ଦେଇଛନ୍ତି ଅମିତାଭ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


