ARTICLE AD BOX
ଚାକିରୀ ଦେବାକୁ କହି ଠକୁଥିଲେ ଧ୍ରୁତ ସ୍ବାମୀ ସ୍ତ୍ରୀ | Job Fraud Scam In Bhubaneswar | Argus News Sahid Nagar Police in Bhubaneswar exposed a major job fraud racket involving a husband-wife duo who allegedly cheated more than 15 people on the pretext of providing jobs in OPTCL. Posing as high-ranking OPTCL officers, the couple trapped innocent job seekers and struck financial deals inside the wife's beauty parlor and boutique. Police have arrested the main accused, Niranjan Nayak alias Niranjan Acharya, and seized mobile phones along with several incriminating documents from his possession. Meanwhile, a manhunt has been launched to trace and arrest his absconding wife. Watch Argus News for more crime updates from Odisha. ଚାକିରୀ ଦେବାକୁ କହି ଠକୁଥିଲେ ଧ୍ରୁତ ସ୍ବାମୀ ସ୍ତ୍ରୀ । 15ଜଣରୁ ଅଧିକ ଲୋକଙ୍କୁ ଠକେଇ ଅଭିଯୋଗ । ନିଜକୁ OPTCL ଅଧିକାରୀ କହି ବିଛାଉଥିଲେ ଜାଲ । ଲୋକେ ଫଶିବା ପରେ ସ୍ତ୍ରୀ ର ବିୟୁଟିପାର୍ଲର ଓ ବୁଟିକ ରେ କରୁଥିଲେ ଡିଲ । ସହିଦନଗର ଓ ଆଖପାଖ ଅଞ୍ଚଳରେ ଘୁରି ବୁଲୁଥିଲେ ଧୃତ ସ୍ୱାମୀ ଓ ସ୍ତ୍ରୀ । ଘଟଣାରେ ଅଭିଯୁକ୍ତ ନିରଞ୍ଜନ ନାୟକ ଓରଫ ନିରଞ୍ଜନ ଆଚାର୍ଯ୍ୟ ଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ଅଭିଯୁକ୍ତଙ୍କ ଠାରୁ ମୋବାଇଲ ଫୋନ ସହ ଅନେକ କାଗଜ ପତ୍ର ଜବତ କରିଛି ପୋଲିସ । ଫେରାର ଧୃତ ସ୍ତ୍ରୀ କୁ ଖୋଜୁଛି ପୋଲିସ।... #JobFraud #Bhubaneswar #SahidNagarPolice #OptclJobFraud #CyberCrimeOdisha #FraudCouple #BhubaneswarNews #PoliceAction #OdishaCrime #JobScam #OdishaPolice #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

2 days ago
2


