ARTICLE AD BOX
ପୁଷ୍ଟିକର ଓ ସ୍ୱାଦିଷ୍ଟ କଟଲେଟ୍
ମୁଗ ଡାଲି, ଚୁଡ଼ା, ପିଆଜ ଓ ମସଲାରେ ପ୍ରସ୍ତୁତ ଏହି ପୁଷ୍ଟିକର ଓ ସ୍ୱାଦିଷ୍ଟ କଟଲେଟ୍ ପ୍ରୋଟିନ୍ରେ ଭରପୂର ଏକ ଜଳଖିଆ। ଯାହା ସ୍ୱାସ୍ଥ୍ୟକର ଖାଦ୍ୟ ପାଇଁ ଉପଯୁକ୍ତ। ଆପଣଙ୍କ ପସନ୍ଦ ଅନୁସାରେ ଏହାକୁ ତାୱାରେ ଅଳ୍ପ ତେଲରେ ଭାଜି, ଏୟାର୍ ଫ୍ରାୟର୍ରେ କିମ୍ବା ଓଭନ୍ରେ ବେକ୍ କରି ଖାଇ ପାରିବେ।

1 hour ago
1


