ARTICLE AD BOX
ସାମୁଦ୍ରିକ ବାତ୍ୟା ‘ଅଣ୍ଣବ’ ପ୍ରଭାବରେ ବର୍ଷା ବିତ୍ପାତ ଦେଖାଯାଇଛି। ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ବର୍ଷ ଦକ୍ଷିଣ ଓଡ଼ିଶାରେ ବିପର୍ଯ୍ୟୟ ସୃଷ୍ଟି କରିଛି। ଗଂଜାମ ଏବଂ ଗଜପତି ଜିଲ୍ଲାର ନଦୀ-ନାଳଗୁଡ଼ିକ ଫୁଲି ଉଠୁଛି। ଅନେକ ଗାଁ ଜଳବନ୍ଦୀ ହୋଇଛି। ସେହିପରି ରାସ୍ତାଗଡ଼ିକରେ ପାରି ପ୍ରବାହିତ ହେଉଛି।
/sambad/media/media_files/2026/10/29/new-project-3-2026-10-29-11-11-58.jpg)
/sambad/media/media_files/2026/10/29/screenshot-2026-10-29-111227-2026-10-29-11-12-49.jpeg)
ଗଜପତିରେ ଘରେ ପଶିଲା ପାଣି। (ଫଟୋ: ସୁଜିତ ବିଶୋୟୀ)
1/9
/sambad/media/media_files/2026/10/29/whatsapp-image-2026-10-29-11-14-31.jpeg)
ଜଳମଗ୍ନ ଚାଷଜମି ଓ ବନ୍ୟା ସ୍ଥିତି ପରଖିଲେ ଛତ୍ରପୁର ବିଧାୟକ। (ଫଟୋ: ବସନ୍ତ ମହାରଣା))
2/9
/sambad/media/media_files/2026/10/29/screensho-2026-10-29-11-16-16.jpeg)
ଗଜପତି
3/9
/sambad/media/media_files/2026/10/29/screenshot-2026-10-29-111733-2026-10-29-11-17-58.jpeg)
4/9
/sambad/media/media_files/2026/10/29/whatsapp-image-2026-10-29-11-19-12.jpeg)
5/9
ପାହାଡରୁ ବର୍ଷା ଜଳ ମାଡି ଆସିଲା
ରାୟଗଡ଼ ବ୍ଳକ ଅନ୍ତର୍ଗତ ଲାଇଲାଇ ଗ୍ରାମରେ ପାହାଡରୁ ବର୍ଷା ଜଳ ମାଡି ଆସିବାରୁ ଭୀଷଣ ପରିସ୍ଥିତି ଉପଜୁଛି। ଘର ଦ୍ବାର ଦେଇ ପାଣି ପଶି ଆସିବା ସହ ପ୍ରଖର ସ୍ରୋତରେ ଚାଷ ଜମି ଉପରେ ଚାଲୁଛି ପାଣି।
/sambad/media/media_files/2026/10/29/screenshot-2026-10-29-112002-2026-10-29-11-20-22.jpeg)
6/9
/sambad/media/media_files/2026/10/29/whatsapp-imag-2026-10-29-11-21-01.jpeg)
ଗଜପତି
7/9
/sambad/media/media_files/2026/10/29/screenshot-2026-10-29-112142-2026-10-29-11-22-09.jpeg)
8/9
ଗଞ୍ଜାମ ଜିଲ୍ଲା ସୋରଡା ଅଞ୍ଚଳର ବିଭିନ୍ନ ଗ୍ରାମ ଆଉ ମୁଖ୍ୟ ରାସ୍ତାରେ ବନ୍ୟାପାଣି ସୁଅ
/sambad/media/media_files/2026/10/29/whatsapp-image-2026-10-29-11-23-41.jpeg)
ଭଞ୍ଜନଗର ବ୍ଲକ ସାନକୋଦଣ୍ଡା ପଞ୍ଚାୟତର ପ୍ରାୟ ସବୁ ଗ୍ରାମରେ ଜଳବନ୍ଦୀ ଅବସ୍ଥା। (ଫଟୋ: ବିଶ୍ବମ୍ବର ଜେନା)
9/9
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
2


