ARTICLE AD BOX
Youth Arrested For Creating Fake AI Tiger Photo And Spreading Rumors In Badachana | Argus News Balichandrapur Police arrested a youth named Srikanta Kumar Dinda for creating a fake AI-generated image of a tiger and spreading false rumors in Talua village under Badachana block. The fabricated image had sparked widespread panic among locals and sent the Forest Department on a wild goose chase. Following a detailed investigation, the police traced the source of the fake picture and took the accused into custody. During interrogation, Srikanta confessed to his crime of creating panic using AI technology. Watch Argus News for more verified updates and coverage from across Odisha. ବଡ଼ଚଣା ବ୍ଲକ ସାଉଡ଼ିଆ ପଞ୍ଚାୟତ ତାଳୁଆ ଗ୍ରାମରେ ଏଆଇ ବାଘ ଆତଙ୍କ,ସେପଟେ ବାଘକୁ ଖୋଜା ଖୋଜି କରି ନାକେଦମ୍ ବନ ବିଭାଗ | ଏ ଆଇ ମାଧ୍ୟମରେ ବାଘର ଫୋଟ ଚିତ୍ର କରି ଗୁଜବ ପ୍ରଚାର କରୁଥିଲେ ଯୁବକ | ଅଭିଯୁକ୍ତ ଯୁବକକୁ ଗିରଫ କରିଛି ବାଲିଚନ୍ଦ୍ରପୁର ପୁଲିସ | ଯୁବକ ଜଣଙ୍କ ହେଲେ ଶ୍ରୀକାନ୍ତ କୁମାର ଦିଣ୍ଡା | ଏ ଆଇ ମାଧ୍ୟମରେ ବାଘର ଫୋଟ ଚିତ୍ର କରି ଗୁଜବ ପ୍ରଚାର କରି ଅନ୍ୟକୁ ଭୟଭୀତ କରୁଥିଲେ | ଗିରଫ ପରେ ନିଜ ଦୋଶ ସ୍ବୀକାର କରିଛି ଯୁବକ | #Badachana #AITigerRumor #JajpurNews #FakeNews #YouthArrested #AITechnology #BalichandrapurPolice #OdishaPolice #Jajpur #ForestDepartment #OdishaUpdates #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

3 hours ago
1


