Will MLA Salary & Pension Increase In Odisha? | Joint Parliamentary Committee Visit | Argus News

1 hour ago 1
ARTICLE AD BOX


Will MLA Salary & Pension Increase In Odisha? | Joint Parliamentary Committee Visit | Argus News ସାଂସଦ ବୀରେନ୍ଦ୍ର ପ୍ରସାଦଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ କମିଟି ଓଡିଶା ଗସ୍ତରେ ଆସି ବିଧାନସଭାର ବାଚସ୍ପତି ଏବଂ ବିଧାୟକ ମାନଙ୍କ ଆଲୋଚନା କରିଛନ୍ତି। ବଡ କଥା ହେଲା, ବିଧାୟକମାନଙ୍କର ଦରମା ଏବଂ ପେନସନ ବୃଦ୍ଧି ଯଥାର୍ଥ ବୋଲି ହୃଦୟଙ୍ଗମ କରିଛି କମିଟି। ଯାହା ପରେ ପୁଣି ବଢିଛି ଦରମା ଓ ପେନସନ ବୃଦ୍ଧି ଆଶା। ଆଉ ତାହା ବୃଦ୍ଦି ହେବାର ଆବଶ୍ୟକତା ଅଛି ବୋଲି ମଧ୍ୟ ଦାବୀ କରିଛନ୍ତି ସମସ୍ତ ଦଳର ବିଧାୟକ। ବିଶେଷ କରି ପୂର୍ବତନ ବିଧାୟକ ମାନଙ୍କର ଦରମା ବୃଦ୍ଧିର ଆବଶ୍ୟକତା ରହିଥିବାରୁ ଅତି କମରେ ୨୫ ପ୍ରତିଶତ ବୃଦ୍ଦି ନେଇ ଦାବୀ କରିଛନ୍ତି ପୂର୍ବତନ ବିଧାୟକ ସୁର ରାଉତରାୟ। ବିଜେଡିର ପୂର୍ବତନ ବିଧାୟକ ଶଶି ବେହେରା ବି ପେନସନ ବୃଦ୍ଧି ନେଇ ଦାବି ଜଣାଇଛନ୍ତି। Discussion surrounding the salary hike for MLAs and pension increase for former legislators in Odisha has intensified following the visit of a Joint Parliamentary Committee led by MP Birendra Prasad. The committee met with the Assembly Speaker and MLAs, acknowledging the need for a revision in salaries and pensions. While there's a buzz about a proposed salary of ₹3.5 lakh, former MLAs like Sura Routray and Shashi Behera are demanding at least a 25% increase in pensions. Will the state government bring a bill in the upcoming Monsoon Session? #MLASalary #PensionHike #OdishaAssembly #MonsoonSession #SuraRoutray #OdishaPolitics #AssemblyBill #MLAUpdate #OdishaGovernment #SalaryIncrease #PoliticalNews #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.