ARTICLE AD BOX
Will Dara Singh Be Released After 26 Years? | Dara Sena’s Massive Plan for August 15 | Argus News ୨୬ ବର୍ଷ ପରେ ୧୫ ଅଗଷ୍ଟରେ ଜେଲରୁ ମୁକୁଳି ପାରନ୍ତି ଦାରା ସିଂ। ଦାରା ସେନା ପକ୍ଷରୁ ୧୫ ଅଗଷ୍ଟରେ କେନ୍ଦୁଝର ଜିଲ୍ଲା ଜେଲ ବାହାରେ ଉପସ୍ଥିତ ରହିବାକୁ ନିବେଦନ କରାଯାଇଥିବା ନେଇ ଦାରା ସେନା ମୁଖ୍ୟ ମୁକେଶ ଜୈନ। ଦାରା ସିଂ ଯଦି ଜେଲରୁ ମୁକ୍ତ ହେବେ ତେବେ ଏହା ପରେ ଏକ ଶୋଭାଯାତ୍ରା ମାଆ ତାରିଣୀ ଦେବୀଙ୍କୁ ଦର୍ଶନ ପାଇଁ ନିଆଯିବାର ଯୋଜନା ରହିଛି ବୋଲି ସେ କହିଛନ୍ତି। କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଦାରା ସେନା କର୍ମୀ ଏବଂ ହିନ୍ଦୁ ସଂଗଠନଗୁଡ଼ିକୁ ସକାଳ ୧୦ଟାରେ ବହୁ ସଂଖ୍ୟାରେ ଜିଲ୍ଲା ଜେଲ ନିକଟରେ ପହଞ୍ଚିବା ପାଇଁ ସେ ଅନୁରୋଧ କରିଛନ୍ତି। ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଆସନ୍ତା ୧୯ ତାରିଖରେ ହୋଇପାରେ। Dara Singh, who has been in prison for the last 26 years, might be released on August 15. Mukesh Jain, the head of Dara Sena, has issued an appeal to supporters and Hindu organizations in Keonjhar and Mayurbhanj to gather outside the Keonjhar District Jail at 10 AM on Independence Day. A massive procession to the Maa Tarini temple in Ghatgaon is planned if the release takes place. Meanwhile, a crucial hearing regarding the case in the Supreme Court is expected on August 19. Watch this report from Argus News for the latest updates on Dara Singh's potential release and the planned events. #DaraSingh #DaraSena #KeonjharJail #OdishaNews #SupremeCourtHearing #MaaTarini #IndependenceDay #BreakingNews #OdishaPolitics #Mayurbhanj #OdiaNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

3 days ago
1


