Who Will Be Odisha's Next DGP? Supreme Court Hearing on Appointment Process Today | Argus News

1 hour ago 2
ARTICLE AD BOX


Who Will Be Odisha's Next DGP? Supreme Court Hearing on Appointment Process Today | Argus News DGP ନିଯୁକ୍ତି ପ୍ରକ୍ରିୟାରେ ରୋକ୍ ଲଗାଇଥିବା ଜନସ୍ବାର୍ଥ ମାମଲାର, ଆଜି ସୁପ୍ରିମକୋର୍ଟରେ ଶୁଣାଣି ଉପରେ ନିର୍ଭର କରୁଛି ଏହି ପ୍ରଶ୍ନର ଉତ୍ତର । ପୂର୍ବରୁ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ଗୁଇନ୍ଦା ନିର୍ଦେଶକ ଆର.ପି. କୋଚେ ଏବଂ ଜେଲ ଡିଜି ସୁଶାନ୍ତ ନାଥଙ୍କ ନାଁ ରାଜ୍ୟ ପୋଲିସ DG ପଦବୀ ପାଇଁ ସୁପାରିଶ କରାଯାଇଥିଲା । ପୁଣି ଏହି ୩ IPSଙ୍କ ସହ ଆଉ ୮ ଜଣଙ୍କ ନାଁକୁ ଯୋଡ଼ି UPSCକୁ ପଠାଇଥିଲା ରାଜ୍ୟ ଗୃହ ବିଭାଗ । ଆଉ ତାରି ଭିତରେ ବରିଷ୍ଠ IPS ସଂଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା । odisha next dgp news, supreme court hearing on dgp appointment, odisha police dgp race, sudhanshu sarangi ips, rp koche intelligence director, sushant nath dg prisons, sanjeev panda ips, yashwant jethwa dgp, upsc meeting for odisha dgp, prakash singh guidelines violation, pil on dgp recruitment, odisha home department news, latest updates on odisha dgp, ips officer promotions odisha, argus news live, odia news today, breaking news odisha police, high profile ips transfers odisha #OdishaDGP #SupremeCourt #OdishaPolice #IPS #UPSC #SudhanshuSarangi #SanjeevPanda #LegalBattle #OdishaNewsUpdate #BreakingNews #PoliceAdministration #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.