ARTICLE AD BOX
WHO Warning: These Common BP & Fungal Infection Medicines May Cause Cancer | Argus News ବ୍ଲଡ୍ ପ୍ରେସର ଔଷଧ କରିପାରେ କ୍ୟାନ୍ସର! ବିଶ୍ବାସ ହେଉନଥିଲେ ବି ଏଭଳି ଆଶଙ୍କା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ- WHO । ବିଶେଷ କରି ତିନିଟି ସାଧାରଣ ଔଷଧକୁ ‘କ୍ୟାନ୍ସର ସୃଷ୍ଟିକାରୀ’ ବର୍ଗରେ ରଖିଛି WHOର କ୍ୟାନ୍ସର ଗବେଷଣା ସଂସ୍ଥା । ଏହା ଭିତରେ ଅଛି ବ୍ଲଡ୍ ପ୍ରେସର, ଫଙ୍ଗାଲ୍ ଇନଫେକ୍ସନ୍ ଏବଂ ଅଙ୍ଗ ପ୍ରତିରୋପଣ ପରେ ଶରୀର ଯେପରି ନୂଆ ଅଙ୍ଗକୁ ପ୍ରତ୍ୟାଖ୍ୟାନ ନକରେ, ସେଥିପାଇଁ ବ୍ୟବହୃତ ହେଉଥିବା ତିନିଟି ସାଧାରଣ ଔଷଧ Blood pressure medication can cause cancer! Even though it was not believed, this is what the World Health Organization- WHO has suspected. In particular, three common drugs have been placed in the 'cancer-causing' category by the WHO's cancer research agency. This includes three common drugs used to treat blood pressure, fungal infections and to prevent the body from rejecting the new organ after organ transplantation. #WHO #CancerWarning #BloodPressure #Hydrochlorothiazide #Voriconazole #Tacrolimus #HealthAlert #MedicalNews #SkinCancer #IARC #WorldHealthOrganization #HealthAwareness #OdishaNews #OdiaNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 hour ago
3


