ARTICLE AD BOX
ମେଷ: ରବିବାର କ୍ୟାରିୟର୍ରେ ଉନ୍ନତି ଆସିବ। ସୋମ ଓ ମଙ୍ଗଳବାର ବେପାରୀଙ୍କ ଲାଗି ସମୟ ଭଲ। ବୁଧ ଓ ଗୁରୁବାର ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶୁକ୍ର ଓ ଶନିବାର ଆର୍ଥିକ ସ୍ଥିତି ଭଲ ରହିବ।
/sambad/media/post_attachments/sites/default/files/2026/09/26/1984617-1-3-5-599087.jpg)
ବୃଷ: ରବିବାର ଉନ୍ନତି ଲାଗି ନୂଆ ରାସ୍ତା ପାଇବେ। ସୋମ ଓ ମଙ୍ଗଳବାର ବୈବାହିକ ଜୀବନ ସୁଖମୟ ହେବ। ବୁଧ ଓ ଗୁରୁବାର ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ଶୁକ୍ର ଓ ଶନିବାର ସରକାରୀ କାମ ପୂରା ହେବ।
/sambad/media/post_attachments/sites/default/files/2026/09/26/1984616-2-3-767498.jpg)
ମିଥୁନ: ରବିବାର ପୁତ୍ର ସୁଖ ପାଇବେ। ସୋମ ଓ ମଙ୍ଗଳବାର ବେପାରୀଙ୍କୁ ନୂଆ ସଫଳତା ମିଳିପାରେ। ବୁଧ ଓ ଗୁରୁବାର ବାଣୀ ଓ ବ୍ୟବହାରରେ ସଂଯମ ରଖନ୍ତୁ। ଶୁକ୍ର ଓ ଶନିବାର ଆପଣଙ୍କ ଭିତରେ ସକାରାତ୍ମକତା ଆସିବ।
/sambad/media/post_attachments/sites/default/files/2026/09/26/1984615-3-3-878080.jpg)
କର୍କଟ: ରବିବାର ନୂଆ ଚାକିରିର ସୁଯୋଗ ଆସିବ। ସୋମ ଓ ମଙ୍ଗଳବାର ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ। ବୁଧ ଓ ଗୁରୁବାର କାମରେ ଭଲ ପରିଣାମ ପାଇବେ। ଶୁକ୍ର ଓ ଶନିବାର କେହି ଆପଣଙ୍କ କଥାରେ ପ୍ରଭାବିତ ହେବେ।
/sambad/media/post_attachments/sites/default/files/2026/09/26/1984614-4-3-229600.jpg)
ସିଂହ: ରବିବାର ସମ୍ବନ୍ଧରେ ମଧୁରତା ବଢ଼ିବ। ସୋମ ଓ ମଙ୍ଗଳବାର ଧର୍ମକାର୍ଯ୍ୟରେ ମନ ଲାଗିବ। ବୁଧ ଓ ଗୁରୁବାର ଲୋକେ ଆପଣଙ୍କ କାମର ପ୍ରଶଂସା କରିବେ। ଶୁକ୍ର ଓ ଶନିବାର ବୈବାହିକ ଜୀବନ ଖୁସିଭରା ରହିବ।
/sambad/media/post_attachments/sites/default/files/2026/09/26/1984613-5-3-398876.jpg)
କନ୍ୟା: ରବିବାର କାର୍ଯ୍ୟ ସଫଳ ହେବ। ସୋମ ଓ ମଙ୍ଗଳବାର ବିଦ୍ୟାର୍ଥୀଙ୍କୁ ପରିଶ୍ରମର ଭଲ ପରିଣାମ ମିଳିବ। ବୁଧ ଓ ଗୁରୁବାର ଧର୍ମକାର୍ଯ୍ୟ ଆଡ଼କୁ ମନ ଢଳି ରହିବ। ଶୁକ୍ର ଓ ଶନିବାର ଆମଦାନିର ନୂଆ ଉତ୍ସ ପାଇବେ।
/sambad/media/post_attachments/sites/default/files/2026/09/26/1984612-6-3-648635.jpg)
ତୁଳା: ରବିବାର ଘରକୁ ବନ୍ଧୁ ଆସିବେ। ସୋମ ଓ ମଙ୍ଗଳବାର ପ୍ରୟାସରେ ଭଲ ପରିଣାମ ପାଇବେ। ବୁଧ ଓ ଗୁରୁବାର ବ୍ୟବସାୟୀଙ୍କୁ ଭାଗ୍ୟର ସାଥ୍ ମିଳିବ। ଶୁକ୍ର ଓ ଶନିବାର ନୂଆ ବିଚାରରେ କାମ କରନ୍ତୁ ଲାଭ ହେବ।
/sambad/media/post_attachments/sites/default/files/2026/09/26/1984611-7-3-389196.jpg)
ବିଛା: ରବିବାର କୌଣସି ଭଲ ଖବର ପାଇବେ। ସୋମ ଓ ମଙ୍ଗଳବାର ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ। ବୁଧ ଓ ଗୁରୁବାର ଫାଲ୍ତୁ ଖର୍ଚ୍ଚ କରନ୍ତୁ ନାହିଁ। ଶୁକ୍ର ଓ ଶନିବାର ଅଧିକ ଉତ୍ତେଜିତ ହୁଅନ୍ତୁ ନାହିଁ।
/sambad/media/post_attachments/sites/default/files/2026/09/26/1984610-8-3-709820.jpg)
ଧନୁ: ରବିବାର ଆମଦାନି ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର କଥା କମ୍ ଓ କାମ ଅଧିକ କରନ୍ତୁ। ବୁଧ ଓ ଗୁରୁବାର ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। ଶୁକ୍ର ଓ ଶନିବାର ବନ୍ଧୁର ପରାମର୍ଶ ନେଇ ପାରନ୍ତି।
/sambad/media/post_attachments/sites/default/files/2026/09/26/1984609-9-3-952398.jpg)
ମକର: ରବିବାର ଚାଲେଞ୍ଜ୍ରେ ପଛଘୁଞ୍ଚା ଦେବେନାହିଁ। ସୋମ ଓ ମଙ୍ଗଳବାର ଚାକିରିରେ ସଫଳତା ମିଳିପାରେ। ବୁଧ ଓ ଗୁରୁବାର ପୁରୁଣା ଚିନ୍ତା ସମାପ୍ତ ହେବ। ଶୁକ୍ର ଓ ଶନିବାର ପରିଶ୍ରମ ତୁଳନାରେ ଯଥେଷ୍ଟ ଲାଭ ପାଇବେ।
/sambad/media/post_attachments/sites/default/files/2026/09/26/1984608-10-3-730626.jpg)
କୁମ୍ଭ: ରବିବାର ଆର୍ଥିକ ସ୍ଥିତି ଭଲ ରହିବ। ସୋମ ଓ ମଙ୍ଗଳବାର ବାଣିଜ୍ୟ ଚୁକ୍ତି ସ୍ବାକ୍ଷର କରିବେ। ବୁଧ ଓ ଗୁରୁବାର ଅନ୍ୟ ରାଜ୍ୟକୁ ଯିବାର ସ୍ବପ୍ନ ପୂରା ହୋଇପାରେ। ଶୁକ୍ର ଓ ଶନିବାର ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚ କରିବେ।
/sambad/media/post_attachments/sites/default/files/2026/09/26/1984607-11-3-332998.jpg)
ମୀନ: ରବିବାର କିଛି ମହତ୍ତ୍ବପୂର୍ଣ୍ଣ କାମ କରିବେ। ସୋମ ଓ ମଙ୍ଗଳବାର ସମାଜରେ ଆଦର ସମ୍ମାନ ପାଇବେ। ବୁଧ ଓ ଗୁରୁବାର ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଶୁକ୍ର ଓ ଶନିବାର କୌଣସି ଭଲ ଜାଗାକୁ ବୁଲିଯିବେ।
/sambad/media/post_attachments/sites/default/files/2026/09/26/1984607-11-3-720081.jpg)

1 hour ago
2


