US Open 2026: ୟୁଏସ୍‌ ଓପନ୍‌ ମିଶ୍ରିତ ଯୁଗଳ ଫାଇନାଲ୍‌ରେ କୋବୋଲି-ବେନସିକ୍‌ ଓ ମେନ୍‌ସିକ୍‌-ମୁଚୋଭା

1 hour ago 1
ARTICLE AD BOX

ନ୍ୟୁୟର୍କ: ଚଳିତ ୟୁଏସ୍‌ ଓପନ୍‌ ମିଶ୍ରିତ ଯୁଗଳ ଫାଇନାଲ୍‌ରେ ଫାଭିଓ କୋବୋଲି- ବେଲିନ୍ଦା ବେନସିକ୍‌ ଏବଂ ଜାକୁବ ମେନ୍‌ସିକ ଓ କାରୋଲିନା ମୁଚୋଭା ମୁହାଁମୁହିଁ ହେବେ।

Advertisment

ଗେଲ୍‌ ମନ୍‌ଫିଲ୍ସ ଓ ଏଲିନା ସ୍ବି‌ତୋଲିନାଙ୍କୁ ପରାସ୍ତ

ସେମିଫାଇନାଲ୍‌ରେ କୋବୋଲି ଓ ବେନ୍‌ସିକ୍‌ ୪-୫, ୪-୧, ୧୦-୫ ସେଟ୍‌ରେ ଗେଲ୍‌ ମନ୍‌ଫିଲ୍ସ ଓ ଏଲିନା ସ୍ବି‌ତୋଲିନାଙ୍କୁ ପରାସ୍ତ କରିଥିଲେ। ସେହିଭଳି ମନ୍‌ଫିଲ୍ସ ଓ ସ୍ବିତୋଲିନା ୫-୪, ୩-୫, ୧୧-୯ ସେଟ୍‌ରେ ଆନ୍ଦ୍ରେ ରୁବଲେଭ ଓ ମୀରା ଆନ୍ଦ୍ରିଭାଙ୍କୁ ହରାଇ ଥିଲେ।

Asian Games: ଏସୀୟ କ୍ରୀଡ଼ା: ବିଳମ୍ବିତ ସଂଯୋଗକୁ ଆ‌ୟୋଜକଙ୍କ ନା

Read Entire Article
LEFT SIDEBAR AD

Hidden in mobile, Best for skyscrapers.